Browsing Tag

dhamara news

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଧାମରା : ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଗତ ୧ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ତାରିଖରେ ଉଦ‌ଯାପିତ ହେବ ବୋଲି ଜଣାଯାଇଛି । ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏହି ସପ୍ତାହ ଅବସରରେ ସମସ୍ତ
Read More...