Browsing Tag

deogoan news

ବରିଷ୍ଠ କଳାକାର ଯୁଧିଷ୍ଠିର ମହାକୁରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ, କଛାରପାଲି ଶ୍ରୀରାମଲୀଳାର ବରିଷ୍ଠ କଳାକାର ତଥା କଛାରପାଲି ମାହେଶ୍ୱରୀ ମନ୍ଦିରର ପୂଜକ ଯୁଧିଷ୍ଠିର ମହାକୁର(୮୭)ଙ୍କ ରବିବାର ଅପରାହ୍ନ ସାଢେ଼ ୫ଟା ସମୟରେ କଛାରପାଲି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ
Read More...

ବିଜୟାନନ୍ଦ ଚିନିକଳ ସମ୍ମୁଖରେ ଭିଆଇପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଚିନିକଳ ପୁନଃ ପ୍ରଚଳନ ପାଇଁ ୨୨ରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୭ବର୍ଷ ହେଲା ବନ୍ଦ ଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ ପ୍ରଚଳନ କରିବା ପାଇଁ ଗତ୧ରୁ ଚିନିକଳ ସମ୍ମୁଖରେ ଧରଣାରେ ବସିଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଶନିବାର ୨ଟା ସମୟରେ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଗଣତନ୍ତ୍ର
Read More...

ହାତୀସରା ଦଶମ ବାର୍ଷିକ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ଗାଁର ମାଉସୀ ମନ୍ଦିର ସମ୍ମୁଖରେ ଗତ ବୁଧବାର ରାତିରେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ପାଳନ କରି ଚଳିତ ବର୍ଷ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଦେଓଗାଁ ବିଜେପି ପକ୍ଷରୁ ଶିବ ମନ୍ଦିରରେ ୭୧ଟି ଦୀପ…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କରି ଦେଓଗାଁ ବିଜେପି ପକ୍ଷରୁ ସିକୁଆଁ ସ୍ଥିତ ଶିବ ମନ୍ଦିରରେ ୭୧ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହା ସହ ସାଲେପାଲି ସ୍ଥିତ
Read More...

ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳଙ୍କ ଦେଓଗାଁ ବ୍ଳକ ପରିଦର୍ଶନ : ଛେଳି କ୍ଳଷ୍ଟର, ଛତୁ ଓ ମାଛ ଚାଷ ସହ ବହୁ କାମରେ ତଦାରଖ…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଓଡ଼ିଶା ସରକାରଙ୍କ ଶକ୍ତି ସଚିବ ନିକୁଞ୍ଜ ଧଳ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଘୁଚିପାଲି ଓ ରତନପୁର ଗାଁକୁ ପରିଦର୍ଶନରେ ଆସିଥିଲେ । ଗାଁରେ ଚାଲିଥିବା ଜୀବନ ଜୀବିକା କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
Read More...

ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ, ଜଣେ ଆହତ : ଧକ୍କା ଦେଇ ଗାଡ଼ି ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସକାଳ ପ୍ରାୟ ୮.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ଦେଓଗାଁ ପଟରୁ ବଲାଙ୍ଗିର ପଟକୁ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଗାଡ଼ି ପଛପଟେ ବସିଥିବା ଯୁବକର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚଲାଉଥିବା
Read More...

ଦେଓଗାଁ ବ୍ଲକରେ ଅଧାପନ୍ତରିଆ ପଡ଼ିଲା ଧାନ ଚାଷ : ଠିକ୍‌ ସମୟରେ ବର୍ଷା ନ ହେଲା, ପଡ଼ିଆ ପଡ଼ିଲା ସାଢ଼େ ୧୧ଶହ ହେକ୍ଟର ଜମି

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ଠିକ୍‌ ସମୟରେ ପାଣି ଅଭାବରୁ ଧାନ ଚାଷ ଜମି ପଡ଼ିଆ ପଡ଼ିଥିବା ତଳିକୁ ରୋପଣ କରାଯାଇ ପାରି ନାହିଁ, ହେଲେ ନୂଆଁଖାଇ ରାତିରୁ ଲଗାତାର ଭାବେ ବର୍ଷା ହୋଇଥିବାରୁ ପୂର୍ବରୁ ଅମଳ ପ୍ରସ୍ତୁତ
Read More...

କେନ୍ଦୁଘାଟ-ଫଲସାପଦର ଜୋରରେ ପୋଲ ନିର୍ମାଣ ଦାବୀ : ବର୍ଷା ହେଲେ ଜୋର୍ ଉପରେ ୩ଫୁଟ ପାଣି, ଅଞ୍ଚଳବାସୀ ଅସୁବିଧାର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କେନ୍ଦୁଘାଟ ଓ ଫଲସାପଦର୍ ରାସ୍ତା ମଝିରେ ନିର୍ମାଣ କରାଯାଇଥିବା ଏକ ଜୋରରେ ସାମାନ୍ୟ ବର୍ଷା ହେଲେ ଜୋର୍ ଉପରେ ୨ରୁ ୩ଫୁଟ ପାଣି ପ୍ରବାହିତ ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଫଳରେ କେନ୍ଦୁଘାଟ ଦେଇ ଯିବା ଆସିବା କରୁଥିବା ଲୋକେ
Read More...

ମଦ୍ୟପମାନେ ଭୁଲି ଗଲେ ମାନବିକତା : ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କଲେ ଷ୍ଟିଲ ଗ୍ଲାସ

ଦେଓଗାଁ, (ମନୀଷ କୁମାର ସାହୁ) : ମଦ୍ୟପମାନେ ଭୁଲି ଗଲେ ମାନବିକତା ଓ ଜଣେ ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କରିଦେଇଛନ୍ତି ଷ୍ଟିଲ ଗ୍ଲାସ । ଏଭଳି ଏକ ଘଟଣା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କରୁଣା
Read More...

ଗଣେଶ ପୂଜା ଏବଂ ନୂଆଁଖାଇ ଉପଲକ୍ଷେ ଜରାସିଂହା ବାବୁପଡ଼ାରେ ବିଭିନ୍ନ ଖେଳ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାନ୍ତିନିବାସ ବାବୁପଡାରେ ଗଣେଶ ପୂଜା କମିଟି ତରଫରୁ ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମ୍ୟୁଜିକ ଚେୟାର (ଝିଅ ଓ ପୁଅ), ଚାମଚ ଦୌଡ (ଝିଅ), ବାଇଗଣ ଦୌଡ (ପୁଅ), ବୁକେଟ ବଲଳ ବଲାଂସି (ଝିଅ,
Read More...