Browsing Tag

deogaon news

ଷଡ଼ବଂଶୀୟ ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ବଂଶୀୟ ଗଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଳ୍ଲା ତରଫରୁ ବରିଷ୍ଠ ସଭ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ବଲାଙ୍ଗିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ରବିବାରରେ କାଲିଭନା ଗାଁରେ ଚଳିତ ବର୍ଷର ନୂଆଖାଇ ଭେଟ୍‌ଘାଟ୍‌
Read More...

ସାଲେପାଲି ମେହେର ପରିବାରର ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁରେ ପୂର୍ବ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମେହେର ପରିବାରର ସମସ୍ତ ସଦସ୍ୟ ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ କେବଳ ଏକ ପର୍ବ ସହ ପରମ୍ପରା, ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଓ ଭାଇଚାରାର ନିଦର୍ଶନ । ଚାରି ଦିନିଆ
Read More...

ଦେଓଗାଁ ବ୍ଳକ ଧଣ୍ଡାମାଲରେ ଜନଶୁଣାଣୀ, ୨୫୩ ଜଣ ପଞ୍ଜିକୃତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ୧୧ଟା ସମୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧଣ୍ଡାମାଲ ପଞ୍ଚାୟତର ଧଣ୍ଡାମାଲ, ଡଙ୍ଗରପଡ଼ା, ଅନ୍ତର୍ଲା, ପିପଲପଦର ଓ ବିଲାଶପୁର ଗାଁର ୨୫୩ ଜଣ ଅଭିଯୋଗରେ
Read More...

ଦେଓଗାଁ ବ୍ଲକରେ ସୁଭଦ୍ରା ଯୋଜନାକୁ ନେଇ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୩ଟା ସମୟରେ ଦେଓଗାଁ ବ୍ଲକ ସଭା କକ୍ଷରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ ଠିକ ଭାବେ ଠିକ ସମୟରେ ପଞ୍ଜିକରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଥିବା
Read More...

ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରରେ ୫୬ଟି ସ୍କୁଲରୁ ଯୋଗଦେଲେ ୩ ଶହ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରର ଖୋକୋ ଖେଳ ପ୍ରତିଯୋଗିତା ବଡବାହାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ
Read More...

ଦେଓଗାଁ ବ୍ଳକ ସାହିତ୍ୟ ଘରର ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାହିତ୍ୟ ଘର ତରଫରୁ ରବିବାର ଦିନ ଜରାସିଂହା ସ୍ଥିତ ମାଳିପଡା ପ୍ରାଥମିକ ବିଦ୍ୟାଳୟରେ ୧୩୭ ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଗଙ୍ଗାଧର ସାହିତ୍ୟ
Read More...

ରାଧେଶ୍ୟାମ ଦାଶଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶୀରା ଗାଁର ରାଧେଶ୍ୟାମ ଦାଶ ( ୬୪)ଙ୍କ ଶନିବାର ସକାଳରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଶେଷ ସମୟରେ ଧମପତ୍ନୀ ସ୍ନିଗ୍ଧା ଦାଶ ସହ ୨ପୁଅ ଉତ୍ତମ ଓ ପ୍ରେମ ସାଗର, ସାନ ଭାଇ ଗୋବିନ୍ଦ ପରିବାର ବର୍ଗ ଉପସ୍ଥିତ
Read More...

ଦେଓଗାଁ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଚେତନାକୁଞ୍ଜରେ ଆଜି ଦିନ ୧୧ଟା ସମୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରତାପ ମିଶ୍ର ସଭାର
Read More...

ଜରାସିଂହାରେ ବରିଷ୍ଠ ନାଗରିକ ସଂଘ ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ): ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ ସଭା କକ୍ଷରେ ପୂର୍ବ ସମିତି ସଭ୍ୟ ଦେବପ୍ରସାଦ ମେହେରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି
Read More...

କୁଡ଼ାସିଂହା କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...