ଭୀମପାହାଡ଼ ମହୋତ୍ସବର ୩ୟ ସନ୍ଧ୍ୟାରେ ପୁତୁନା ଓ ଅଷ୍ଟମଲ୍ଲଙ୍କୁ ଆବାନ ଓ ଗୋପପୁରକୁ ପ୍ରେରଣ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୧୦ତମ ଭୀମପାହାଡ଼ ମହୋତ୍ସବର ରବିବାର ଥିଲା ତୃତୀୟ ସନ୍ଧ୍ୟା । ଏହି ସଭା ମଞ୍ଚରେ ଆୟୋଜକ କମିଟି ସଭାପତି ଲକ୍ଷ୍ମଣ ମେହେର ଅତିଥି!-->…
Read More...
Read More...