Browsing Tag

deogaon news

ଦେଓଗାଁ ରେଳ ଷ୍ଟେସନ ମୁଖ୍ୟ ରାସ୍ତାରେ ଘଂଚ ଅନାବନା ଘାସ : ସଫେଇ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନର ମୁଖ୍ୟ ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ରହିଥିବାରୁ ଷ୍ଟେସନକୁ ଯାତାୟତ ବେଳେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା କଡରେ ୮ରୁ ୧୦ଫୁଟ୍‌ ଉଚ୍ଚ ବିଶିଷ୍ଟ ଗଛ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ
Read More...

ଯାଦବ ସମାଜର ବୈଠକରେ ବନ୍ଧପଡ଼ା ପଞ୍ଚାୟତ ସ୍ତରୀୟ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି କାର୍ଷିକ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବ୍ଲକ ଯାଦବ ସମାଜ ସମ୍ପାଦକ ସମ୍ପଦ ପୋଢ଼ ଓ ଯୁବ ଯାଦବ ସମ୍ପାଦକ ଭ୍ରମର
Read More...

୩୫ କେଜି ଗଞ୍ଜେଇ ଜବତ : ୩ ଆନ୍ତଃରାଜ୍ୟ ବେପାରୀ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଗଞ୍ଜେଇ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ଜାମୁଟ- ଗୁଡ଼ଭେଲା-ତୁଷୁରା ରାସ୍ତା । ପ୍ରତିଦିନ ୨ ଚକିଆ ଓ ୪ ଚକିଆ ଗାଡ଼ିରେ ବୌଦ୍ଧ, ଫୁଲବାଣୀ, କନ୍ଧମାଳ ଅଞ୍ଚଳରୁ ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଦେଖାଯାଉଛି । ଏ ବିଷୟରେ ଖବର ପାଇ ରବିବାର ଦେଓଗାଁ
Read More...

ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାକ୍ ଶିଶୁ ବିଭାଗର ବାର୍ଷିକ କ୍ରୀଡା ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଈବାହାଲ ସରପଞ୍ଚ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି ଭାବେ
Read More...

ଷଷ୍ଠ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତ ଝିଙ୍କେରମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ହୋଇଯାଇଛି । ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପ୍ରାଥମିକ ଶିକ୍ଷା ପଦ୍ଧତିକୁ ନେଇ ଉପସ୍ଥିତ
Read More...

ଭୂତିଆରବାହାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା

ଦେଓଗାଁ, (ମନୀଷ କୁମାର ସାହୁ) : ସଚ୍ଚିଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ଭୂତିଆରବାହାଲରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ବିଭିନ୍ନ ଖେଳ ଦୁଇଟି ବିଭାଗ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁତିଆରବାହାଲ ମୋ ସ୍କୁଲ
Read More...

ଠିକ୍ ସମୟରେ ଜାତି ସାର୍ଟିଫିକେଟ ନମିଳିବାରୁ ତହସିଲ ଘେରିଲେ ଗାଁ ଲୋକେ

ଚାକିରିରୁ ବଞ୍ଚିତ ହେଲେ ଯୁବକ, ମହିଳା ଧରିଲେ ଅତିରିକ୍ତ ତହସିଲଦାରଙ୍କ ସାର୍ଟର କଲର ଦେଓଗାଁ, (ମନୀଷ କୁମାର ସାହୁ) : ସାର୍ଟିଫିକେଟ ଆବେଦନ କରିଥିଲେ ମଧ୍ୟ ତହସିଲ ପକ୍ଷରୁ ଠିକ ଭାବରେ ସାର୍ଟିଫିକେଟ ମିଳୁ ନଥିବାର ଅଭିଯୋଗ ହେଉଛି । ଯାହାଫଳରେ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା
Read More...

ଗୌଡ଼ଗୋଠ କଲେଜରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡ଼ଗୋଠ ସ୍ଥିତ ଆଞ୍ଚଳିକ ଶୁଲିଆ ବୁଢ଼ା କଲେଜରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ଆନନ୍ଦ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଏଚ୍‌ଇଓ ସ୍ନେହଲତା ସାହୁ,
Read More...

ଦେଓଗାଁ ଥାନା ଅଞ୍ଚଳରେ ୩ଟି ପୃଥକ୍ ଦୁର୍ଘଟଣାରେ ଜଣେ ମୃତ : ୬ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର ଦେଓଗାଁ- ଭୁତିଆରବାହାଲ ରାସ୍ତାର ସିକୁଆଁ ଛକଠାରେ ମା' କ୍ରସର୍‌ର ଏକ ହାଇୱା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଥିଲେ । ମୃତକ ଜଣକ ବଲାଙ୍ଗିର ସଦର ଥାନା
Read More...

ପଞ୍ଚୁକ ଉପଲକ୍ଷେ ସାଲେପାଲିରେ ଭାଗବତ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ଉପଲକ୍ଷେ ୪ ଦିନ ହେଲା ଓଡ଼ିଆ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହୋଇଆସୁଛି । ବ୍ୟାସ ପ୍ରଶାନ୍ତ ମିଶ୍ର ଭାଗବତ ପଠନ କରିଥିଲେ । ଅଞ୍ଚଳର ସମସ୍ତ ଶ୍ରଦ୍ଧାଲୁ ଭାଗବତ ଶ୍ରବଣ
Read More...