Browsing Tag

deogaon news

ଦେଓଗାଁ ବ୍ଲକ ସ୍ତରୀୟ ବିଜେଡ଼ିର ସାଙ୍ଗଠାନିକ ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ମଧ୍ୟାହ୍ନରେ ଦେଓଗାଁ ବ୍ଲକ ବିଜୁ ଜନତା ଦଳର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦଙ୍କ ପରିଚାଳନାରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବ ରାଜ୍ୟସଭା
Read More...

୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା : ନୂଆଁପାଲିକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଖେଳ ପଡ଼ିଆରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଦିନ ଦେଓଗାଁ ଏବଂ ନୂଆଁପାଲି ଦଳ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ବିଜୟୀ
Read More...

ଜରାସିଂହା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜରାସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପକେନ୍ଦ୍ର ଉଲ୍ଲେଖନୀୟ ସ୍ଵାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଜାତୀୟ ସ୍ତରର ମାନ୍ୟତା ଲାଭ କରିଛି । ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଏହି
Read More...

ଭୀମପାହାଡ଼ ପରିଦର୍ଶନ କଲେ ଆନ୍ତର୍ଜାତୀୟ ପତ୍ନତତ୍ତ୍ୱବିଦ୍‌ ଡ. ଲିଡ଼ିଆ ଗୁଜି

ଭୀମଡୁଙ୍ଗୁରୀ ଓ ଶୁଲିଆ ଉପରେ ହେବ ଗବେଷଣାବିକାଶ ପାଇଁ ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମପାହାଡ଼ । ଏହି ପାହଡ଼ରେ ଆଦିମ କାଳରୁ ଥିବା ଅନେକ ଐତିହାସିକ କିମ୍ବଦନ୍ତୀ ରହିଛି
Read More...

ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୫ ତାରିଖ ଠାରୁ ୭ ପର୍ଯ୍ୟନ୍ତ ୩ ଦିନ ଧରି ଦେଓଗାଁ ବ୍ଲକ କୁମୁରିଆରେ ହେବାକୁ ଥିବା ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଶୁକ୍ରବାର ଅପରାହ୍ନରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ କମିଟିର ଆବାହକ ତଥା ଦେଓଗାଁ
Read More...

ବନ୍ଧପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମି ଫାଇନାଲରେ କର୍ଲାପିଟା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ଖେଳ ପଡ଼ିଆରେ ସୋମବାର ଦିନରୁ ଆରମ୍ଭ ହୋଇଥିବା କ୍ରିକେଟ ପ୍ରତିଯୋଗିତାର ମଙ୍ଗଳବାର ୨ୟ ଦିବସର କ୍ୱାଟର ଫାଇନାଲରେ କର୍ଲାପିଟା ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ସରପଞ୍ଚ
Read More...

ଚିକଲବାହାଲ ଏଲ୍‌କେସିସି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ନୂଆଁପାଲିକୁ ହରାଇ ସନ୍ଧିଜୋର ଚାମ୍ପିଅନ ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଏଲ୍‌କେସିସି ତରଫରୁ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସରପଞ୍ଚ ସୁରେନ୍ଦ୍ର ବିଶ୍ଵାଳ, ବଲାଙ୍ଗିର ସାଂସଦଙ୍କ ବ୍ଲକ
Read More...

ଜରାସିଂହା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଜରାସିଂହା ସ୍ଥିତ ମିନି ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ପ୍ରତିଯୋଗିତାରେ ମୋଟ ୨୧ଟି ଖେଳରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ କନିଷ୍ଠ ଏବଂ ବରିଷ୍ଠ
Read More...

ଦେଓଗାଁ ହାଇସ୍କୁଲରେ ଶିକ୍ଷାର୍ଥୀ – ପୋଲିସ ବାହିନୀ (ଏସ୍‌.ପି.ସି)ର ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ସଭାଗୃହରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିବା ଶିକ୍ଷାର୍ଥୀ - ପୋଲିସ ବାହିନୀ (ଏସ୍‌.ପି.ସି)ର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ
Read More...

ଦେଓଗାଁ ହାଇସ୍କୁଲରେ ପାଣି ପଞ୍ଚାୟତ ପକ୍ଷ ପାଳନ

ପ୍ରତିଯୋଗୀତାରେ ଭାଗ ନେଲେ ୩ ବ୍ଲକର ୭୮ ଛାତ୍ରୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ଗୁରୁବାର ୧୧ଟା ସମୟରେ ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଳ୍ଲାର ୩ଟି ବ୍ଲକ
Read More...