କୁଡ଼ାସିଂହା ଭାଗବତ ସପ୍ତାହ ପାରାୟଣ ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ଉଦ୍ଯାପିତ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ କାର୍ଯ୍ୟକ୍ରମରେ ଜୟ ସାହୁ ଓ ଶାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପାରାୟଣର!-->…
Read More...
Read More...