ଜରାସିଂହାରେ ‘ଶ୍ରୀରାମ କଥା’ ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ଭଂଜ କଳା ମଣ୍ଡପରେ ଗତ ୧୯ ତାରିଖରୁ ୭ ଦିନ ଧରି ସ୍ୱଧର୍ମ ଚେତନା ପ୍ରଭୁଦାସ ଶ୍ରୀ ଅନନ୍ତ ଚରଣଙ୍କ ଭକ୍ତିମୟ ଆଧ୍ୟାତ୍ମିକ ଶ୍ରୀ ରାମ କଥା ପ୍ରବଚନ ସୋମବାର ଦିନ ଉଦ୍ଯାପିତ ହୋଇଯାଇଛି ।
Read More...
Read More...