Browsing Tag

delanga news

ରାଧାମୋହନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍‌ଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠ ସ୍ଥଳୀରେ ନବମ ବାର୍ଷିକ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫ଟି ନଦିଆ ସଙ୍କିର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ
Read More...

ଘୋରଡିଆରେ ମାଙ୍କଡ଼ଙ୍କ ଉତ୍ପାତରେ ଲୋକେ ଲହୁଲୁହାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଦଳେ ମାଙ୍କଡ଼ କେଉଁ ଆଡୁ ଆସି ନାହିଁ ନଥିବା କ୍ଷତି କରିବା ସହ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହେଉଥିବା ଖବର ମିଳିଛି । ବାଡ଼ି ବଗିଚାରେ ପନିପରିବା, ଶାଗ, କଦଳୀ, ଅମୃତଭଣ୍ଡା, କଖାରୁ, ନଡ଼ିଆ ଗଛର ଫୁଲ ଓ
Read More...

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର
Read More...

ଦୟା ନଦୀ ବନ୍ଧରେ ଗର୍ତ୍ତ ସୃଷ୍ଟି : ମରାମତି ପାଇଁ ସାଧାରଣରେ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସରୁ ବେଗୁନିଆପଡ଼ା ବ୍ରିଜକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତର ଶିଶୁଆପଦାଠାରେ ୫ଫୁଟର ଗର୍ତ୍ତ ସୃଷ୍ଟି ଯୋଗୁଁ ଲୋକେ ଦୁର୍ଘଟଣାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜଟଣୀ ଖୋର୍ଦ୍ଧା ଡେଲାଙ୍ଗ କଣାସକୁ ସେହି ନଦୀ ବନ୍ଧ ରାସ୍ତରେ
Read More...

ଡେଲାଙ୍ଗରେ ମହାଶିବରାତ୍ରି ଓ ଜାଗର ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଞ୍ଜୟ ସେ ନିତ୍ୟ ମଙ୍ଗଳକାରୀ, ସମଗ୍ର ବିଶ୍ୱର କଲ୍ୟାଣକାରୀ ରକ୍ଷକ ଓ ବିଧେୟକ ଅଟନ୍ତି । ପବିତ୍ର ମହାଶିବରାତ୍ରି ଓ ଦେବଦେବ ମହାଦେବଙ୍କର ଜାଗର ଯାତ୍ରାରେ ଶୈବପୀଠଗୁଡିକରେ ଭକ୍ତ, ଶ୍ରଦ୍ଧାଳୁଙ୍କ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ -୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ
Read More...

ଦଶମ ଶ୍ରେଣୀ ଛାତ୍ରଙ୍କ ହୃଦ୍‌ଘାତରେ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତ୍ରିଲୋଚନ ବେହେରା(୧୫)ଙ୍କ ଆଜି ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଜଣଙ୍କ
Read More...

ଦିବ୍ୟଙ୍ଗତ ବ୍ୟବସାୟୀ ରାମଚନ୍ଦ୍ରଙ୍କ ଏକାଦଶାହ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସ୍ୱର୍ଗତ ବ୍ୟବସାୟୀ ରାମଚନ୍ଦ୍ର ଦେବତା(୭୬)ଙ୍କ ଏକାଦଶାହ ଓ ଶ୍ରଦ୍ଧାଞ୍ଜଳି ଉତ୍ସବ ମହାବୀର ମନ୍ଦିର ସନ୍ନିକଟ ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ,
Read More...

ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଅକାଳ ବିୟୋରରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶିକ୍ଷକ ଚନ୍ଦ୍ର ଶେଖର ଧାଉଡିଆ(୫୦)ଙ୍କ ବୁଧବାର ପ୍ରାତଃକାଳରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ପ୍ରାତଃକାଳରେ ହୃଦଘାତ୍ ଯୋଗୁଁ ସେ ଅସୁସ୍ଥ
Read More...

ବାଇକ୍‌ ସହ ହାଇୱା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଥାନା ଅନ୍ତର୍ଗତ ବାଛେରା ପାଟଣା ଅନୁଗୁଳ ରାସ୍ତାରେ ଜଟିଆଣି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ନିରଞ୍ଜନ ଦାସ
Read More...