Browsing Tag

delanga news

ଶିକ୍ଷକ ନବ କିଶୋର ପରିଡ଼ାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁକର୍ମ ହୀନ ଜୀବନ ଯେତେ ଦୀର୍ଘ୍ୟ ସ୍ଥାୟୀ ହେଲେ ମଧ୍ୟ ବାସହୀନଫୁଲ ପରି ଅସାର । କିନ୍ତୁ ଝରା ଶେଫାଳୀ ପରି ସନ୍ଧ୍ୟାରେ ଫୁଟି ସକାଳେ ଝଡିପଡ଼େ ସତ, ହେଲେ ମୃଦୁ ମନ୍ଦ ମଳୟ ପବନରେ ଭାସି ଆସୁଥିବା ସୁବାସିତ ଭୁରୁ ଭୁରୁଗନ୍ଧ ଚାରିଆଡେ ମହକାଇ ମାନ ଓ
Read More...

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ
Read More...

ଅଗ୍ନିବିପନ୍ନ ପରିବାରଙ୍କୁ ଭାରତୀୟ ରେଡକ୍ରସ ପକ୍ଷରୁ ରିଲିଫ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଂଗ ବ୍ଲକ ଧାନକେରା ଗ୍ରା.ପ ଅନ୍ତର୍ଗତ ନୂଆଗାଁ ଅଗ୍ନିକାଣ୍ଡରେ ୧୩ ପରିବାରର ୨୫ ବଖରା ଘର ସଂପୂର୍ଣ୍ଣ ଜଳିଯାଇ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ରେଡକ୍ରସ୍, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱର ଦ୍ୱାରା ଅଗ୍ନିବିପନ୍ନ
Read More...

ବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୁରଣ ଦାବୀ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସୋମବାରଠାରୁ ବିଦ୍ୟାଳୟର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଜାରି ରଖିଥିଲେ । ୨ୟ ଦିନ ଆନ୍ଦୋଳନ ଜାରି ରହିଥିବା ବେଳେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତ ରିସର୍ଚ ଓ ଭାରତ ସରକାରଙ୍କ ପୃଥିବୀ ମନ୍ତ୍ରଣାଳୟ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନେହେରୁ ୟୁବ କେନ୍ଦ୍ର, ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ସବପଲ୍ଲୀ ନୋଡାଲ ବିଦ୍ୟାପିଠ, ଅଭୟମୁଖୀ ରାମଚନ୍ଦ୍ରପୁରଠାରେ
Read More...

୯ ଦଫା ଦାବୀ ନେଇ କଂଗ୍ରେସ ଦଳର ଡେଲାଙ୍ଗ ବ୍ଲକ ଘେରାଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଚରମ ଅପାରଗତା, ତ୍ରୁଟିପୂର୍ଣ୍ଣ କୃଷକ ଓ ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ବ୍ଳକ୍ ଅଫିସରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ତ୍ରୁଟିପୂର୍ଣ୍ଣ ବିଜୁଳି ନୀତି ତଥା ଟାଟା
Read More...

ଆଜାଦ କା ଅମୃତ ମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ପୃଥିବୀ ମନ୍ତ୍ରଣାଳୟ ସହାୟତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସର୍ବପଲ୍ଲୀ ନୋଡାଲ ବିଦ୍ୟାପିଠ, ଅଭୟମୁଖୀ, ରାମଚନ୍ଦ୍ରପୁରଠାରେ ଆଜାଦି କା ଅମୃତ
Read More...

ବିକାଶ ପୁରୁଷ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ୭୭ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନୂତନ ଗୃହ ଉଦ୍‌ଘାଟନ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡେଲାଙ୍ଗ ଶାଖା ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଡେଲାଙ୍ଗ କୋଠବାଡ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମ୍ୟାନେଜର ତୋଫାନ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ସମାଜ ସେବାରେ ଛାତ୍ର ଛାତ୍ରୀଙ୍କର
Read More...

ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତଙ୍କ ସ୍ମୃତି କମିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବୋଇ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତ ସ୍ମୃତି କମିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ସହିତ ପାଳିତ ହୋଇଯାଇଛି । ଏଥିରେ ଗାନ୍ଧୀତତ୍ତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକ
Read More...