ପରକୀୟା ପ୍ରୀତି କାରଣରୁ ଯୁବକଙ୍କୁ ହତ୍ୟା : ସ୍ୱାମୀ, ସ୍ତ୍ରୀ ଗିରଫ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ସାମିଲ ମାଙ୍ଗୁପଡା ଗ୍ରାମରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ନେଇ ଆଜି ଡେଲାଙ୍ଗ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ!-->…
Read More...
Read More...