Browsing Tag

delanga news

ଆନ୍ତର୍ଜାତୀୟ ପର୍ବତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୧ ଆନ୍ତର୍ଜାତୀୟ ପର୍ବତ ଦିବସ । ମଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ପ୍ରତିଷ୍ଠିତ 'ଆନ୍ତର୍ଜାତୀୟ ପର୍ବତ ଦିବସ' ହେଉଛି ଏକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ । ଆମ ଜୀବନରେ ପର୍ବତଗୁଡିକର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପର୍ବତର
Read More...

ଡେଲାଙ୍ଗ- କଲ୍ୟାଣପୁର ରାସ୍ତା ମରାମତି ନେଇ ସାଶକ ଦଳ ପକ୍ଷରୁ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀର୍ଘ ଦିନ ହେଲା ଡେଲାଙ୍ଗରୁ କଲ୍ୟାଣପୁର ୬ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଜନପ୍ରତିନିଧି ଯାଇଥାନ୍ତି ।
Read More...

ମାନବ ଅଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାନବ ଅଧିକାର ଦିବସ ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳନ କରାଯାଏ । ଏହି ଦିନ ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ସାର୍ବଜନୀନ ମାନବ ଅଧିକାରର ଘୋଷଣାନାମା (ୟୁଡ଼ିଏଚ୍‌ଆର୍‌) ଜାରି କରିଥିଲା । ୟୁଡ଼ିଏଚ୍‌ଆର୍‌ ହେଉଛି ଏକ ମାଇଲଖୁଣ୍ଟ ଦଲିଲ
Read More...

ଡେଲାଙ୍ଗରେ ଆମ ସଂକଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ କୋଠାବାଡ଼ ଗ୍ରାମ ପଂଚାୟତଠାରେ ପହଂଚିବା
Read More...

ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷର ମୃତ୍ୟୁ ପରେ ଜନସମାଜ ତାଙ୍କ ଗୁଣଗାନ କଲେ ମାନବ ଜନ୍ମ ସାର୍ଥକ ହୋଇଥାଏ । ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏହା ଜଳଜଳ ହୋଇ ଜଣାପଡୁଥିଲା । ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁରଠାରେ ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ
Read More...

ଭାରତୀୟ ସଶସ୍ତ୍ର ବାହିନୀ ପତାକା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦେଶର ସଶସ୍ତ୍ର ବାହିନୀ ଆମର ଶକ୍ତି । ସେମାନେ ସୀମାରେ ଠିଆ ହୋଇ ଦେଶବାସୀଙ୍କୁ ଭଲ ନିଦ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ରଖନ୍ତି । ସେମାନେ ସାହସିକତା ଏବଂ ବୀରତ୍ୱସହ ଶତ୍ରୁମାନଙ୍କ ସହିତ ଲଢନ୍ତି ଏବଂ ଏପରିକି ବେଳେବେଳେ ଦେଶର
Read More...

ରବି ଦାସଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅନ୍ତର୍ଗତ ସାଉରିଆ ଗ୍ରାମର ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ଦାସ (୬୨)ଙ୍କ ଡିସେମ୍ବର ୪ତାରିଖ ସୋମବାର ରାତ୍ରିରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ
Read More...

ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରବି ଦାସଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସଡ଼କ ଦୁର୍ଘଟଣାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ଦାଶଙ୍କ ଅକାଳ ବିୟୋଗ ଘଟିଛି । ଗତ ନଭେମ୍ବର ମାସ ୩୦ ତାରିଖ ରାତିରେ ପିପିଲିଠାରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡଃ ଶରତ ଚନ୍ଦ୍ର ବିଶ୍ୱାଳଙ୍କ
Read More...

ଆଜି ‘ବିଶ୍ଵ ଏଡସ୍ ଦିବସ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ଵ ଏଡସ୍ ଦିବସ ହେଉଛି ସର୍ବଭାରତୀୟ ସ୍ତରରେ ସ୍ମରଣୀୟ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ଯାହା ୧୯୮୮ ମସିହା ପରଠାରୁ ପ୍ରତିବର୍ଷ ଡିସେମ୍ବର ୧ରେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯାହାକି ଏଡସ୍
Read More...