Browsing Tag

delanga news

ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଜେନାପୁର ପଂଚାୟତରେ ୩ ଦଫା ଦାବି ନେଇ ଗଣଧାରଣା : ଏବିଡ଼ିଓଙ୍କୁ ଦାବିପତ୍ର…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଲେ ଡେଲାଙ୍ଗ ବ୍ଲକ୍‌ ନିକଟସ୍ଥ ଜେନାପୁର ଗ୍ରାମପଂଚାୟତର ସାଦପଡ଼ା ଅନୁସୂଚିତ ସାହିର ବାସିନ୍ଦାମାନେ ସାହିରେ ମା' ମଙ୍ଗଳା କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ୧୫୦୦୦୦୦ ଟଙ୍କା ମଞ୍ଜୁରୀ ହୋଇଥିବା
Read More...

ବିଶ୍ୱ ଟୁନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨ ମେରେ 'ବିଶ୍ୱ ଟୁନା ଦିବସ' ପାଳନ କରାଯାଏ । ହ୍ରାସ ପାଇଥିବା ଟୁନା ମାଛ ସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଟୁନା ମତ୍ସ୍ୟଚାଷର ସଂରକ୍ଷଣ ଏବଂ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା
Read More...

ସଚ୍ଚୋଟତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ମିଶ୍ର) : ସଚ୍ଚୋଟତା ଦିବସ ୧୯୯୦ ଦଶକ ଆରମ୍ଭରେ ଦି ବୁକ୍ ଅଫ୍ ଲାଇସ୍ (ମିଥ୍ୟା ବିଷୟରେ ବହି)ର ଲେଖକ ଏମ୍‌ ହିରଶ ଗୋଲଡବର୍ଗଙ୍କ ଦ୍ଵାରା ସୃଷ୍ଟି କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା । ଏହା ଏକ ମୌଳିକ ମୂଲ୍ୟବୋଧ ଯାହାକୁ
Read More...

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଡେଲାଙ୍ଗ ରେଂଚ୍‌ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲାର ଉପସଭାପତି ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଗାନ୍ଧୀପୀଠରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ରବିବାର ଡେଲାଙ୍ଗ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ତଥା ମଧୁବାବୁଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ପ୍ରଭାତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିଶୁ
Read More...

କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୮ ଏପ୍ରିଲ ୨୦୨୪ରେ 'କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଦିବସ' ପାଳନ କରାଯାଏ । କାର୍ଯ୍ୟକ୍ଷେତ୍ରରେ କୌଣସି ଦୁର୍ଘଟଣା ଏବଂ ରୋଗକୁ ରୋକିବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ ଅଟେ । କାର୍ଯ୍ୟକ୍ଷେତ୍ରରେ ସମସ୍ତ ଶ୍ରମିକଙ୍କ
Read More...

ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟାଣାଚୋରି ଯାତ୍ରା ମେଳଣ ମହୋତ୍ସବ ଅବସରରେ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ଼ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ୯ମ ବାର୍ଷିକ ଦୟଣାଚୋରି ସାହିତ୍ୟ ଆସର -୨୦୨୪ ଦୟଣାଚୋରି ଲୋକ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଅଭୟମୁଖି ଗ୍ରାମପଞ୍ଚାୟତର ସର୍ବପଲ୍ଲୀ ବିଦ୍ୟାପୀଠ ସନ୍ନିକଟ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ଗୁରପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପଲ୍ଲୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ
Read More...

ଧରିତ୍ରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୭୦ରେ ଆରମ୍ଭ ହେବା ଦିନଠାରୁ "ଧରିତ୍ରୀ ଦିବସ" ଏକ ବିଶ୍ଵ ସ୍ତରୀୟ ଗଣ ଆନ୍ଦୋଳନରେ ପରିଣତ ହୋଇ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିଆସୁଛି । ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଜୈବ ବିବିଧତା ହ୍ରାସ ପର୍ଯ୍ୟନ୍ତ
Read More...

ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ବୁଧବାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଡେଲାଙ୍ଗ ହାଟ ବଜାର ସନ୍ନିକଟ ରାମଚନ୍ଦ୍ରପୁରଠାରେ ଅବସ୍ଥିତ ଶ୍ରୀରାମ
Read More...