Browsing Tag

delanga news

ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ଲାଷ୍ଟିକ୍ ସର୍ଜରୀର ମହତ୍ତ୍ଵ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଆସୋସିଏସନ୍ ଅଫ୍ ପ୍ଲାଷ୍ଟିକ୍ ସର୍ଜନ ଅଫ୍ ଇଣ୍ଡିଆ (ଏପିଏସ୍ଇ)ର ତତ୍କାଳୀନ ସଭାପତି ଡକ୍ଟର ଏସ୍ ରାଜା ସବାପଥି ୨୦୧୧ରେ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ପ୍ରଥମେ ଆରମ୍ଭ
Read More...

ବିଶ୍ୱ ସିମ୍ପାଞ୍ଜି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ସିମ୍ପାଞ୍ଜି ଦିବସ' କେବଳ ଏକ ଉତ୍ସବ ନୁହେଁ; ମଣିସର ଜଣେ ନିକଟତମ ସମ୍ପର୍କୀୟଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାହାର ସଂରକ୍ଷଣ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ଆହ୍ଵାନ । ଆମର ଜିନ୍ ବା ଡିଏନ୍‌ଏର ୯୮ %ରୁ ଅଧିକ ଅଂଶୀଦାର କରି, ଏହି
Read More...

୭୫ତମ ବନ ମହୋତ୍ସବ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶନିବାର ସକାଳ ୮ଟା ସମୟରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଦ୍ୱାରା ୭୫ତମ ବନ ମହୋତ୍ସବ ସମେଇଗାଡ଼ିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସହ ଭାଗିତାରେ ପାଳିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର
Read More...

ଆଦର୍ଶ ଶିଷ୍ୟ ହିଁ ଗୁରୁଙ୍କ ଶ୍ରେଷ୍ଠ ଭୂଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଷ୍ୟ ଶିଷ୍ୟା ବା ଛାତ୍ରଛାତ୍ରୀମାନେ ହିଁ ଆମ ସମାଜର ଭବିଷ୍ୟତ । ସେମାନେ ସତ୍ ପଥର ପଥିକ ହୋଇ ଜନସେବା ଓ ସମାଜ ସେବାରେ ବ୍ରତୀ ହୋଇପାରିଲେ ତାହା ହିଁ ଗୁରୁଙ୍କ ପାଇଁ ଶ୍ରେଷ୍ଠ ଭୂଷଣ ଓ ଶ୍ରେଷ୍ଠ ସମ୍ମାନ ବୋଲି ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ
Read More...

ଆନ୍ତର୍ଜାତୀୟ ପଥର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଥର ହେଉଛି ଏକ ବା ଏକାଧିକ ଖଣିଜ ପଦାର୍ଥକୁ ନେଇ ପ୍ରାକୃତିକ ଭାବରେ ଗଠିତ ହୋଇଥିବା ଏକ କଠିନ ପଦାର୍ଥ । ଛୋଟ ପଥରଗୁଡ଼ିକୁ ସାଧାରଣତଃ ଷ୍ଟୋନ୍ ବା ପଥର ଖଣ୍ଡ କୁହାଯାଏ । ଉଦାହରଣ ସ୍ୱରୂପ, ସାଧାରଣ ପଥର ଗ୍ରାନାଇଟ୍ ହେଉଛି କ୍ୱାର୍ଟଜ୍, ଫେଲଡସ୍ପାର୍
Read More...

ବିଶ୍ୱ କାଗଜ ବ୍ୟାଗ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୨ ଜୁଲାଇରେ 'ବିଶ୍ୱ କାଗଜ ବ୍ୟାଗ୍ ଦିବସ' ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଧେଶ୍ୟ ହେଉଛି ପ୍ଲାଷ୍ଟିକ ବ୍ୟାଗ ବଦଳରେ କାଗଜ ବ୍ୟାଗ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା । ଯେହେତୁ ଆମେ ପ୍ଲାଷ୍ଟିକ୍ ବ୍ୟାଗ୍‌ର ବିପଦ ବିଷୟରେ
Read More...

ସଙ୍ଗମ ହେରାପଞ୍ଚମୀ ଅବସରରେ ଶ୍ରୀଜିଉଙ୍କ ପାଖରେ ଷାଠିଏ ପଉଟି ନୈବେଦ୍ୟ ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋରକଣୀ ମହାବୀର ମନ୍ଦିର ନିକଟସ୍ଥ ଜଗନ୍ନାଥ ମନ୍ଦିର ୨୦୧୩ ମସିହାରେ ନିର୍ମାଣ କରାଯାଇ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ୨୦୧୬ ମସିହାରୁ ମହାବୀର ଜଜ୍ଞ
Read More...

ବିଶ୍ୱ ଜନସଂଖ୍ୟା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜନସଂଖ୍ୟା ନିୟନ୍ତ୍ରଣଙ୍କ ସମେତ ବିଶ୍ୱର ଜନସଂଖ୍ୟା ପ୍ରସଙ୍ଗକୁ ଆଲୋକିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ 'ବିଶ୍ୱ ଜନସଂଖ୍ୟା ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘ ଅନୁଯାୟୀ, ବଢୁଥିବା ଜନସଂଖ୍ୟାରେ ଇକୋଲୋଜିକାଲ୍‌ କାର୍ବନ ଫୁଟ୍‌ ପ୍ରିଣ୍ଟ
Read More...

ପବିତ୍ର ଶ୍ରୀଗୁଣ୍ଡିଚାରେ ଭକ୍ତ ଦାସିଆ ପୀଠରେ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ପିପିଲି ବ୍ଲକ ଅଧିନସ୍ଥ ବାଲିଗାଁ ଠାରେ ପବିତ୍ର ଶ୍ରୀଗୁଣ୍ଡିଚାରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳଭୋଗ ସହିତ
Read More...

ଯୁବ ବ୍ୟବସାୟୀ ସ୍ୱର୍ଗତ ଦୀନବନ୍ଧୁଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ଯୋରକଣୀ ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟଙ୍ଗତ ଦୀନବନ୍ଧୁ ବଳିୟାରସିଂହଙ୍କ ଏକାଦଶାହ ଉତ୍ସବ ପାଳନ ଅବସରରେ ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ବାସଭବନ ସମ୍ମୁଖରେ ଏକ ସ୍ମୃତି ଚାରଣ ସଭା ସହ
Read More...