Browsing Tag

cuttack news

କଟକ-ସମ୍ବଲପୁର ରାସ୍ତାରେ ଥିବା ଏକ ହୋଟେଲ୍‌ରୁ ବ୍ରାଉନସୁଗର ଜବତ

କଟକ : କଟକ-ସମ୍ବଲପୁର ରାସ୍ତାରେ ଥିବା ଏକ ହୋଟେଲ୍‌ରୁ ବ୍ରାଉନସୁଗର ଜବତ ହୋଇଛି ବୋଲି ଖବର ମଳିଛି । କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ୧୭୫ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ
Read More...

କନ୍ଦରପୁରରେ ଆଧ୍ୟାତ୍ମିକ ସ୍ମରଣୀକା ‘ରତ୍ନବଟ’ ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ଓ ଜଗତସିଂହପୁର ଜିଲ୍ଲାର ଦରଡାଶାସନ ଆଉ ସିଦ୍ଧେଶ୍ୱରପୁର ଉପକଣ୍ଠ ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପବିତ୍ର ମାଘ ସପ୍ତମୀ ବୁଡ଼ ମହୋତ୍ସବ ଅବସରରେ ଡ଼ଃ.ସୁଦର୍ଶନ ଶତପଥୀଙ୍କ ସମ୍ପାଦନାରେ ପ୍ରକାଶିତ ଟ୍ରଷ୍ଟର ଆଧ୍ୟାତ୍ମିକ ସ୍ମରଣୀକା
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ

କଟକ : ଦିନକୁ ଦିନ ବଢିବାରେ ଳାଗିଛି ହାତୀଙ୍କ ଉପଦ୍ରବ । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ । ଶୁକ୍ରବାର ସିଡିଏ-୧୩ରେ ଥିବା ରେଭେନ୍ସ କ୍ୟାମ୍ପସ୍ ପରିସରରେ ଗୋଟିଏ ଦନ୍ତା ହାତୀ ପଶିଥିବା ନେଇ ଖବର ମିଳିଛି । ସୂଚନା ଯୋଗ୍ୟ ଯେ, କଟକ ‌ସ୍ଥିତ
Read More...

ସାଇବର ଠକେଇର ଶିକାର ହେଲେ ଡାକ୍ତର

କଟକ : କଟକ ସିଡ଼ିଏ ସେକ୍ଟର ୭ର ଡାକ୍ତର ସନାତନ ମହାନ୍ତି । ମୋବାଇଲ ସିମ ଆକ୍ଟିଭ ବାହାନାରେ ସାଇବର ଠକମାନେ ଡାକ୍ତର ମହାନ୍ତିଙ୍କୁ ଠକିବାକୁ ଜାଲ ବିଛାଇଥିଲେ । ଆଉ ସେଇ ଜାଲରେ ଡାକ୍ତର ବାବୁ ବି ପଡ଼ିଗଲେ ବୋଲି ଡାକ୍ତର ସନାତନ ମହାନ୍ତି ଅଭିଯୋଗ କରିଛ‌ନ୍ତି । ମୋବାଇଲ ସିମ ଆକ୍ଟିଭ ପାଇଁ
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲାର ଟାଙ୍ଗୀ ଟୋଲ ଗେଟ ନିକଟରୁ ମୃତଦେହ ଠାବ କରିଛି ଟାଙ୍ଗୀ ଥାନା ପୁଲିସ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରୁ
Read More...

ସର୍ବ ପ୍ରଥମ କରୋନା ଟୀକା ନେଲେ ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ

କଟକ : କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ଟୀକାଦାନ କାର୍ୟ୍ୟକ୍ରମରେ ପ୍ରଥମ ଦିନରେ ୯୨ ଜଣ ଆଉ ଦ୍ୱିତୀୟ ଦିନରେ ୧୧୦ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଅଶାକର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ପ୍ରଥମ କରୋନା
Read More...

ମଧୁସୁଦନ ସେତୁରେ ବାଇକ ଦୁର୍ଘଟଣା : ଜଣେ ମୃତ

କଟକ : କଟକ ମଧୁସୁଦନ ସେତୁରେ ଦୁର୍ଘଟଣା । ଆଜି ସକାଳେ ଦୁଇ ବାଇକ ମଧ୍ୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ବାଇକ ସହ ଅନ୍ୟ ଏକ ବାଇକ ସାମ୍ନାସାମ୍ନି ଦୁର୍ଘଟଣା ହୋଇଥିଲା ।ଦୁର୍ଘଟଣାରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣା
Read More...

ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁ ମିଳନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ଆଧ୍ୟାତ୍ମିକ ପୀଠ କଳପଡା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
Read More...

ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା ଆସନ୍ତା ୧୦ ତାରିଖ ଯାଏଁ ବୃଦ୍ଧି

କଟକ : ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମାକୁ ଆସନ୍ତା ୧୦ ତାରିଖ ଅର୍ଥାତ ଫେବୃଆରୀ ୧୦ ଯାଏଁ ବୃଦ୍ଧି କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ପୂର୍ବରୁ ଫେବ୍ରୁଆରୀ ୨ ତାରିଖ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା । ତେବେ ଆସନ୍ତା ମେ ୩ରୁ ୧୫ ଯାଏଁ
Read More...

ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ

କଟକ : ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ । କଟକ ଖାନନଗର ଠାରେ ୧୨ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ୩ଏକର ଜମିକୁ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଛି । ଖାନନଗର ଶ୍ମଶାନ କାଳୀଙ୍କ ୩ଏକର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି
Read More...