ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ସହିଦ ଦିବସ ପାଳିତ
କଟକ : ଓଡ଼ିଶା ପୋଲିସର ୬୩ତମ ସହିଦ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି ଦିବସ ପାଳନ ଅବସରରେ ପ୍ୟାରେଡ୍ରେ ପୋଲିସ ଡିଜି ସୁନିଲ ବଂଶଲ ଅଭିବାଦନ ଗ୍ରହଣ କରିଛନ୍ତି । ସହିଦ ପୋଲିସଙ୍କ ଅମରଆତ୍ମାକୁ ପୋଲିସ ଡିଜି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ବର୍ଗଙ୍କୁ!-->…
Read More...
Read More...