Browsing Tag

chhatrapur news

ଡିଏଲ ଟେଷ୍ଟ ପାଇଁ ଛତ୍ରପୁର ଆର୍.ଟି.ଓ. ଅଫିସକୁ ଆସି ଲକ୍ଷାଧିକ ଉପଭୋକ୍ତା ନିରାଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏକ ସର୍ବପୁରାତନ ଅଟେ । ଏହି ଆରଟିଓ ଅଫିସରେ ସମସ୍ତ କାଗଜପତ୍ର , ଡିଏଲ- ଟେଷ୍ଟ ,ଡ୍ରାଇଭିଂ ଲାଇସେନ୍ସ ,ଗାଡିର ଇନସୁରାନ୍ସ ଆଦିର ନୂଆଁ, ନବୀକରଣ
Read More...

ଛତ୍ରପୁରରେ ସପ୍ତାହନ୍ତ ସଟଡାଉନ ୯୫ ଭାଗ ସଫଳ

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ଏବେ ଜନତା ଖୁବ ସଚେତନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ମହାମାରୀର ସତର୍କତାର ଅବଲମ୍ବନ କରାଇଆସୁଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଟି ସଚେତନ ସଭା ଓ ରାଲିରେ ବି
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ହେଲା ନିଯୁକ୍ତି ମେଳା

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : କୋରୋନା କାଳରେ ନିଯୁକ୍ତି ମେଳା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଗୋପାଳପୁର ପୋର୍ଟ ପକ୍ଷରୁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ
Read More...

ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ

ଛତ୍ରପୁର : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପାଚେରୀକୁ ଆହୁରୀ ଉଚ୍ଚତା କରାଯିବ ।
Read More...

ଏନସିସିକୁ ବନ୍ଦ ନ କରିବା ଦାବୀ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଏନସିସିକୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି
Read More...

ଓଲଟିଲା ପୋଲିସ ଗାଡ଼ି : ୫ କର୍ମଚାରି ଆହତ

ଗଞ୍ଜାମ, (କେପିଏନ୍‌ଏସ୍‌) : ବାଇକ ଚାଲକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ ପେଟ୍ରୋଲିଂ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି
Read More...