Browsing Tag

chennai news

କାର୍‌-ବସ୍‌ ଧକ୍କା : ଚାଲିଗଲା ୬ ଜୀବନ

ଚେନ୍ନାଇ : ସରକାରୀ ବସ୍‌ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁର ଅନ୍ଧାନୁର ନିକଟରେ ଘଟିଛି ଏପରି ଭୟଙ୍କର ଦୁର୍ଘଟଣା । ଖବର
Read More...

ତାମିଲନାଡୁରେ ତିନି ଦିନ ହେଲା ଜାରି ରହିଛି ବର୍ଷା : ୫ ମୃତ, ୫ଶହରୁ ଅଧିକ ଲୋକ ବାସହରା

ଚେନ୍ନାଇ : ତାମିଲନାଡୁରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୫ଶହରୁ ଅଧିକ ଲୋକ ବାସହରା ହୋଇଥିବା ସୂଚନା ମିଳିଛି । ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬.୮୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା
Read More...

ମୁମ୍ୱାଇର ପରାଜୟ ଧାରା ଜାରି : ୯ ୱିକେଟରେ ଜିତିଲା ପଞ୍ଜାବ

ଚେନ୍ନାଇ : ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୧ର ୧୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ଶୁକ୍ରବାର ପଂଜାବ୍‌ କିଙ୍ଗସ୍ ଅଧିନାୟକ କେଏଲ୍‌ ରାହୁଲ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ
Read More...

କୋଲକାତାକୁ ୩୮ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କଲା ବାଙ୍ଗାଲୋର

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ
Read More...

ପୁଣି ଏକ ରୋମଞ୍ଚକ ମ୍ୟାଚ୍ : ହାଇଦ୍ରାବାଦକୁ ୧୩୭ ରନରେ ଅଲଆଉଟ୍ କରି ୧୪ ରନରେ ହରାଇଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ
Read More...

ଚାଲିଗଲେ ତାମିଲ ଅଭିନେତା ବିବେକ

ଚେନ୍ନାଇ : ଚାଲିଗଲେ ତାମିଲ ସିନେମା ଦୁନିଆର ଜଣେ ଆଗଧାଡିର ଅଭିନେତା ବିବେକ । ଶନିବାର ଦିନ ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବିବେକ ଗୁରୁବାର ଦିନ ଟୀକା ନେଇଥିଲେ । ହେଲେ ସେ କରୋନା ଟୀକା ନେବାର ଠିକ୍ ଗୋଟିଏ ଦିନ ପରେ ସେ ହଠାତ୍ ହୃଦଘାତର
Read More...

ହାଇଦ୍ରାବାଦ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ
Read More...

ଆଜି ବାଙ୍ଗାଲୋର ସହ ଲଢିବ ହାଇଦ୍ରାବାଦ : ଟସ୍ ଜିତି ହାଇଦ୍ରାବାଦର ଫିଲ୍ଡିଙ୍ଗ ନିଷ୍ପତ୍ତି

ଚେନ୍ନାଇ : ଆଇପିଏଲ୍‌ରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି) ସହିତ ମୁକାବିଲା କରିବ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) । ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବିଜେତା ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ଦଳ ଲଗାତାର ବିଜୟ ହାସଲ କରିବା
Read More...

ଛୋଟ ସ୍କୋର ପରେ ରୋମାଞ୍ଚକ ଭାବେ କୋଲକାତାକୁ ଅଟକାଇ ମୁମ୍ବାଇର ପ୍ରଥମ ବିଜୟ

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ ହରାଇ ତାର ବିଜୟ ଯାତ୍ରା ଆରମ୍ଭ କରିଛି । ମାତ୍ର ୧୫୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୪୨
Read More...

କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ
Read More...