କଣ୍ଟାବାଞ୍ଜିରେ ଦୃତ ଗତିରେ ଆସି ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଦୃତ ଗତିରେ ଆସି ବାଇକ୍ ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି । ଗ୍ୟାରେ୍ଜରେ ଥିବା ବାଇକ୍ ହୋଇଗଲା ଚୁର୍ମାର୍ । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି । ୪୦୭ ଗାଡ଼ି (ଓଆର୍ ୦୩ ଏଫ୍ ୬୧୮୯) ତୁରେକେଲାରୁ କଣ୍ଟାବାଞ୍ଜି!-->…
Read More...
Read More...