ଚୋରି କରିବା ବେଳେ ଧରା ପଡ଼ିଲା ଚୋର : ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ
ବ୍ରହ୍ମପୁର : ଘରେ ପଶି ଚୋରି କରିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ । ଚୋରକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ପରେ ବଡ଼ବଜାର ଥାନା ଜିମା ଦେଲେ । ଚୋର ଜଣକ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର ଅଞ୍ଚଳର କହ୍ନେଇ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ!-->…
Read More...
Read More...