Browsing Tag

bramhapur news

ରାଇବନ୍ଧ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରକଟ : ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଠାରେ ଲିଖିତ ଆବେଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ଭଞ୍ଜନଗର ସବଡ଼ିଭିଜନ ଅଧୀନସ୍ଥ ସୋରଡା ବ୍ଳକରରାଇବନ୍ଧ ପଂଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୮ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ଉକ୍ତ ପଞ୍ଚାୟତର ୮ ଜଣ ୱାର୍ଡ ସଭ୍ୟସଭ୍ୟା
Read More...

ଜୁପିଟର୍ ଶିକ୍ଷାନୁଷ୍ଠାନର କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜୁପିଟର୍ କୋଚିଙ୍ଗ ସେଣ୍ଟର୍ ବହୁ ମାତ୍ରରେ ସଫଳତା ହାସଲ କରିଛି । ଏନେଇ ସର୍ବମୋଟ ତିନିଜଣ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ଉପଢୌକନ ସହ ଅନୁଷ୍ଠାନ ପରିସରରେ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି
Read More...

ଗୋପାଳପୁର ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ : ବର୍ତ୍ତିଲେ ଚାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଜେ.ଟି. ନିକଟରେ ଗତ ମଙ୍ଗଳବାର ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଖୋଜ ଥିବା
Read More...

ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା ୬ଟି ପିସ୍ତଲ ଜବତ : ୧୨ ଜଣ ଅପରାଧି ଗିରଫ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୧୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ପିସ୍ତଲ ଜବତ କରିଛି ବ୍ରହ୍ମପୁର ପୋଲିସ ପ୍ରଶାସନ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅଞ୍ଚଳର ଭାଲୁ ସାମଲ,
Read More...

ଛତ୍ରପୁର ପ୍ରତିଭା ଆବାସିକ ବିଦ୍ୟାଳୟର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷା-୨୦୨୫ ଫଳାଫଳ ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଥିବା ପ୍ରତିଭା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଆଶ୍ଚର୍ଯ୍ୟ ଜନକ ସଫଳତା ଲାଭ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଜଣେ ମୃତ ୪ ଆହତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଜଣେ ମହିଳା ମୃତ, ୪ ଆହତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି । ଶାହା ଚାରିଟେବୁଲ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ପୁରୋଧା ଜୀବନ ଶାହା ବାବାଙ୍କ
Read More...

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ
Read More...

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କର
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ
Read More...