Browsing Tag

bramhapur news

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆରକ୍ଷୀ ବିଭାଗ ମୁଖ୍ୟାଳୟ ଠାରେ ଗଞ୍ଜାମ ଆରକ୍ଷୀ ବିଭାଗ ତରଫରୁ ରାଜ୍ୟସ୍ତରୀୟ ରାଷ୍ଟ୍ରଗୀତ 'ବନ୍ଦେ ମାତରମ୍'ର ୧୫୦ ତମ ପୂର୍ତ୍ତି କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ଉତ୍ସବରେ
Read More...

ଶ୍ରୀମଦ ଭାଗବତ କଥା ପ୍ରବଚନ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀମଦ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଛତ୍ରପୁର ସହରର ତିରୁପତି ରାଓ ପେଟ୍ଟା ସାହିସ୍ଥ ମା' ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର (ବାଣୀଭବନ) ମଣ୍ଡପରେ ଆୟୋଜିତ ଭବ୍ୟ ଆଧ୍ୟାତ୍ମିକ
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇଗୋଟି ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା. ୭ ନଭେମ୍ବର ୨୦୨୫ ରିଖରେ ଦିଗପହଣ୍ଡି ଏବଂ
Read More...

ବୋଇତ ବନ୍ଦାଣ ମହୋତ୍ସବର ଆୟୋଜନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ଅଟେ : ସୂର୍ଯ୍ୟବଂଶୀ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୋଇତ ବନ୍ଦାଣ ଉତ୍ସବର ଆୟୋଜନ କରିବା ହେଉଛି, ଆମର ଓଡ଼ିଆ ସଂସ୍କୃତି ଓ ଆମ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ନିଆରା ମାଧ୍ୟମ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଗୋପାଳପୁର ବେଳାଭୂମି ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ
Read More...

ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ରଘୁନାଥ ମଣ୍ଡପରେ ମାସ ବ୍ୟାପି ପ୍ରାତଃରେ ନାନା ବାଦ୍ୟଧ୍ୱନୀରେ ପାରାୟଣ ପଠନ ଏବଂ ଦୈନିକ ସନ୍ଧ୍ୟାରେ, ଭଜନ, କୀର୍ତ୍ତନ, ପ୍ରବଚନ ଆଦି ପରିଚାଳିତ ହୋଇଆସିଥିଲା
Read More...

ଛତ୍ରପୁର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପ୍ରାୟତଃ ୭୦ ପରିବାର ଏକାଠି ହୋଇ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି । ବହୁ ପୁରାଣଯୁଗର କଥା ଓଡ଼ିଶା ସାଧବପୁଅମାନେ ଦରିଆ ପାରି ହୋଇ ବାଣିଜ୍ୟ ବ୍ୟବସାୟ କରିବାକୁ ବୋଇତରେ
Read More...

ଗଞ୍ଜାମ ସହରରେ ଦୁଇ ଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଗୋପୀନାଥ ବଜାର ଟିମ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦୁଇଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଗୋପୀନାଥ ବଜାର ଏବଂ ପଣ୍ଡା ସାହି ଏବଂ ଚୌଧୁରୀ ସାହି ମିଳିତ ଟିମ୍
Read More...

ରୋଟାରୀ ସେବା ରତ୍ନ ସମ୍ମାନରେ କାମରାଜୁ ମହାରଣା ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ୩୨୬୨ ର ଆୱାର୍ଡ ସେରମୋନିରେ ରୋଟାରୀ କ୍ଲଵ ଇଷ୍ଟର ପୂର୍ଵତନ ସଭାପତି ତଥା ଏକାଧାରରେ ଗଞ୍ଜାମ ଜିଲ୍ଲାର ଓଷ୍ଟାର ବରିଷ୍ଠ ଶିକ୍ଷକ ନେତା, ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ, ଛତ୍ରପୁର ବ୍ଲକର ଅନ୍ୟତମ ସମାଜସେବୀ କାମରାଜୁ
Read More...

ମହୀଶୂରଠାରେ ଆୟୋଜିତ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବୋହୂ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହୀଶୂରଠାରେ ଆୟୋଜିତ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବୋହୂ ଇପାରି ସ୍ୱାତୀ ପୁରସ୍କୃତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବ୍ରହ୍ମପୁରର ମହିଳା ଇପାରି ସ୍ୱାତୀ ଭାରତ ଆଇକୋନିକ ଆୱାର୍ଡ଼ରେ ସମ୍ମାନୀତ ହୋଇଛନ୍ତି । ବ୍ରହ୍ମପୁର
Read More...

କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣକରେ, ଯାହାକି ଭାରତ ଇତିହାସର ଗୌରବମୟ ଗାଥା ସ୍ୱରୂପ ଏକ ସ୍ଵର୍ଣ୍ଣିମ ଅଧ୍ୟାୟକୁ ପ୍ରତିପାଦନ କରେ ବୋଲି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ ସାରସ୍ଵତ
Read More...