Browsing Tag

bramhapur news

ଏକାଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ୩ଟି ସ୍ଥାନର ବିଇଓ ଦାୟିତ୍ୱରେ ଜଣେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ଭୂଷୁଡି ପଡିଛି । ସର୍ବୋପରି ହାଇସ୍କୁଲ ଗୁଡିକର ରୂପାନ୍ତରିତ ହୋଇ ମଧ୍ୟ ଅନେକ ଅବ୍ୟବସ୍ଥା ଘେରରେ ରହିଥିବା ବିଭିନ୍ନ ମହଲରେ
Read More...

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : କଠୋର ସର୍ତ୍ତ ପାଇଁ ମନୋଜ ପଟ୍ଟନାୟକଙ୍କ ଜାମିନ ନାମଞ୍ଜୁର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ-ଅଭିଯୁକ୍ତ ତଥା ପୋଲସରା ବାସିନ୍ଦା ମନୋଜ ପଟ୍ଟନାୟକଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ୨୯ ସେପ୍ଟେମ୍ବର, ୨୦୨୧ ଓ ୧୮ ଫେବୃଆରୀ,
Read More...

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଓ ଚାରା ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ମେଗା ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଅଶୋକ କୁମାର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ସବ୍-ଡିଭିଜନ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡସ୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣି କରିଥିଲେ ଏବଂ
Read More...

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ସ୍କୁଲ ଫିଲେଥେଲିକ କ୍ଲବ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍କୁଲ ଫିଲେଥେଲିକ କ୍ଲବର ଶୁଭାରମ୍ଭ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ବିଘ୍ନେଶ୍ୱର ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଯଥାକ୍ରମେ ମୁଖ୍ୟ ଅତିଥି ଓ
Read More...

ଛତ୍ରପୁରରେ ଉଠାଦୋକାନୀ ସଂଘ ସହ ସାମିଲ ହେଲେ ମତ୍ସ୍ୟ ବ୍ୟବସାୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମାଛ ମାକେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରି କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତାକାରୀଙ୍କୁ ନେଇ 'ଛତ୍ରପୁର ଉଠାଦୋକାନୀ ସଂଘ' ଉପସଭାପତି ଇଜୁ ଆମିନ ଖାନ୍‌ଙ୍କ ନେତୃତ୍ୱରେ ଛତ୍ରପୁର ନିକଟସ୍ଥ
Read More...

କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଖୁବ୍‌ ଭଲ ଛାତ୍ର ଏବଂ ବହୁତ ଛୋଟବେଳୁ ସେ ଖୁବ୍‌ ପରିଶ୍ରମୀ ଥିଲେ । ଆଉ ଅନେକ କିଛି ଭଲ କାମ ଯଥା ସମାଜସେବା ଓ ଜନମଙ୍ଗଳ କାର୍ଯ୍ୟ କରି ତାଙ୍କ ଇଚ୍ଛାଶକ୍ତିକୁ
Read More...

ଟ୍ରେନ୍‌ରେ ଦୁଇ ଭାଇଙ୍କ ମଧ୍ୟରେ କଳି ହୋଇ ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳନ୍ତା ଟ୍ରେନରେ ଯାତ୍ରା କରୁଥିବାବେଳେ ଗୋଟିଏ ପରିବାର ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଗାଳିଗୁଳଜ ବଚସା ହୋଇ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଜଣେ ଆଉଜଣଙ୍କ ସହିତ ମରାମାରି ହୋଇ ଛୁରାମାଡ଼ କରିଛି, ଜଣେ ଟ୍ରେନ ଯାତ୍ରୀ । ମୃତକ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗରେ ଦ୍ୱାଦଶାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ତଥା ଛତ୍ରପୁର ଧରିତ୍ରୀ ପ୍ରତିନିଧି ସନ୍ତୋଷ କୁମାର ପାଢୀଙ୍କ ପିତା ସ୍ୱର୍ଗତ ହରିହର ପାଢୀଙ୍କ ଦ୍ୱାଦଶାହ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଇଆରଇ ଛକ ଛତ୍ରପୁର କାଳିଆବାଲିସ୍ଥ ତାଙ୍କ ବାସଭବନ ପରିସରରେ ଏକ
Read More...

ଛତ୍ରପୁର ସହରର ୧୪ ନମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଏହି ସମସ୍ୟା ସମ୍ପର୍କରେ ବହୁବାର
Read More...