Browsing Tag

bramhapur news

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପ୍ୟାରେଡ ପଡିଆଠାରେ ୬୬ତମ ଶହୀଦ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ପୋଲିସ ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ଶହୀଦ
Read More...

ବାଣ ତିଆରି ବେଳେ ବିସ୍ପୋରଣ ଘଟି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳାଆପଲ୍ଲୀ ଗ୍ରାମପଞ୍ଚାୟତର କଇଠଜା ଗ୍ରାମରେ ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ବାଣ ତିଆରି ବେଳେ ବିସ୍ପୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ଯୁବକ ଜଣକ ହେଲେ ପିଣ୍ଟୁ ପଲେଇ । ମେଡ଼ିକାଲ
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ମାସିକ କବିତା ଆସର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ
Read More...

ବିପୁଳିଙ୍ଗୀରେ ରୋଟାରୀ କ୍ଲବ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୀତ ଋତୁ ପ୍ରାରମ୍ଭରେ ଲୋକଙ୍କୁ ରୋଗମୁକ୍ତ ରଖିବା ଉଦ୍ଦେଶ୍ୟ ନେଇ ଛତ୍ରପୁର ସ୍ଥିତ ରୋଟାରୀ କ୍ଲବ ତଥା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ସ୍ଥାନୀୟ ବିପୁଳିଙ୍ଗୀ ଗ୍ରାମପଞ୍ଚାୟତର
Read More...

ହିଞ୍ଜିଳିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀଙ୍କ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀ । ଏହା ସାଂଗକୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ଭାବେ ଚାଳିଥିବା ମଦଭାଟି, ବିଦେଶୀ ମଦ ଦୋକାନ
Read More...

ଦମକଳ କେନ୍ଦ୍ର ପରିଦର୍ଶନ କରି ଶିଶୁ ମନ୍ଦିରର ଶିଶୁମାନେ ଅଧିକା ଜ୍ଞାନ-ଆହୋରଣ କଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ଶିଶୁମାନଙ୍କ ମାନଙ୍କ ନିକଟସ୍ଥ ଦମକଳ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର ଶିଶୁ ବାଟିକା ଶୈକ୍ଷିକ ସଂଯୋଜିକା ଶ୍ରୀମତୀ ବି. ସୁଶୀଳାଙ୍କ ପ୍ରତ୍ୟକ୍ଷ
Read More...

ଚୋରି ଯାଇଥିବା ୫ ଲକ୍ଷ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଜବତ : ଦୁଇ ଚୋର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକ ପ୍ରତିଷ୍ଠିତ ଇନିଷ୍ଟିଚ୍ୟୁଟ୍‌ରୁ ଚୋରି ହୋଇଥିବା ୫ଟି ଲ୍ୟାପଟପ୍ ସହ କମ୍ପ୍ୟୁଟର ଯନ୍ତ୍ରପାତି ଆଦି ସମେତ ୫ଲକ୍ଷ ଟଙ୍କାର କମ୍ପ୍ୟୁଟର ବିଜ୍ଞାନ ସାମଗ୍ରୀ ପୋଲିସ ଜବତ କରିଛି । ଚୋରି କରିଥିବା ଅନୀଲ ଗମାଙ୍ଗ ଏବଂ ତା' ର ସହଯୋଗୀ
Read More...

ହୁମ୍ମା ସରପଞ୍ଚଙ୍କ ନାମରେ ଅନାସ୍ତା ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆସିଛି ଅନାସ୍ତା ପ୍ରସ୍ତାବ । ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆଣିଥିବା ଅନାସ୍ତା ପ୍ରସ୍ତାବରେ ଶୁକ୍ରବାର ସର୍ବମୋଟ ୧୬ ଜଣ ୱାର୍ଡ଼ ସଦସ୍ୟଙ୍କ
Read More...

‎ଚମାଖଣ୍ଡି ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସର୍ଟ ସର୍କିଟ ହୋଇ କେଣ୍ଟନର୍ ଜଳିଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ରାତ୍ରି ୩ଘଣ୍ଟା ଘଡ଼ି ଅନ୍ଧାର ସମୟରେ କଟକରୁ କନିଷି ଯାଉଥିବା ଏକ କେଣ୍ଟନରଟି ସର୍ଟ ସର୍କିଟ ହୋଇ ନିଆଁ ଲାଗି ଜଳି ଯାଇଛି । ଚମାଖଣ୍ଡି ଥାନା ଅଧୀନସ୍ଥ ଜାତୀୟ ରାଜପଥ ଏନ୍‌ଏଚ୍‌ -୧୬ ଚମାଖଣ୍ଡି ଗାଁ ପାଖାପାଖି ଅଞ୍ଚଳରେ ଏହି ଅଘଟଣ ଘଟିଥିବା
Read More...

ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ବ୍ଲକସ୍ତରୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ତାଲିମ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ(ହାଇସ୍କୁଲ)ରେ ବ୍ଲକସ୍ତରୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାହାକି ଛତ୍ରପୁର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ସମୂହର ଗଣିତ ଓ
Read More...