ପରିବହନ କର୍ମଚାରୀ ନେତା ଉପେନ୍ଦ୍ର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ
ବ୍ରହ୍ମପୁର, (କେପିଏନ୍ଏସ୍) : ଓଡ଼ିଶା ରାଜ୍ୟ ପରିବହନ କର୍ମଚାରୀ ସଂଘର ବିଶିଷ୍ଟ ନେତା ତଥା ନାଟ୍ୟକାର ଉପେନ୍ଦ୍ର ମିଶ୍ର(କୁନି)ଙ୍କ ବଡ଼ଖେମୁଣ୍ଡି ସାହି ସ୍ଥିତ ତାଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର!-->…
Read More...
Read More...