Browsing Tag

bramhapur news

ଶହେ ବର୍ଷ ପୂର୍ତ୍ତି ଅବସରରେ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ବିଶାଳ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ସମାରୋହ ପାଳନ ଅବସରରେ ରାଜ୍ୟସ୍ତରୀୟ ବିଶାଳ ଜନ ସମାବେଶ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଲୱେର୍ ବସଷ୍ଟାଣ୍ଡ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଭାରତୀୟ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ “ସୁଶାସନ ଦିବସ, ପ୍ରଶାସନ-ଗାଁ କି ଓର” ସପ୍ତାହ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ 'ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର' କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଛତ୍ରପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁସ୍ତକ “ଅର୍ଜୁନ ଏବଂ ଚାରି କନ୍ୟା” ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଭବ୍ୟ ସମାରୋହରେ କବୟିତ୍ରୀ ତଥା ଲେଖିକା ଶ୍ରୀମତୀ ପ୍ରମିଳା ମହଲାଙ୍କ ପୁସ୍ତକ "ଅର୍ଜୁନ ଏବଂ ଚାରି କନ୍ୟା" ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ଆନୁଷ୍ଠାନିକ ଉନ୍ମୋଚନ କାର୍ଯ୍ୟକ୍ରମରେ
Read More...

ଅଜଣା ଟ୍ରକ୍ ଧକ୍କାରେ ଜଣେ, ମୃତ ଜଣେ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବାଇପାସ୍ କଲେଜ୍ ଛକରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ମୃତ ଆଉ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ରଘୁନାଥ ସ୍ୱାଇଁ (୩୫) , ସେ ଖଲ୍ଲିକୋଟ
Read More...

ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛି ବୀମା କମ୍ପାନୀ : ଚାଷୀଙ୍କୁ ମିଳୁନି ଫସଲ ବୀମା

ଋଷିକୂଲ୍ୟା ରୟତ ମହାସଭାର ଅଭିଯୋଗ ବ୍ରହ୍ମପୁର, (ରବି ରଥ) : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେଲେ ସେହି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେଶରେ ଲାଗୁ କରିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ
Read More...

ଗଞ୍ଜାମ ବ୍ଳକ୍ ବି. କାଇଞ୍ଚପୁର ଗାଁ ନିକଟରେ ସଡ଼କ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅର୍ନ୍ତଗତ ହୁମା-ପୁରୁଷୋତ୍ତମପୁରକୁ ଯାଇଥିବା ରାସ୍ତା ଗଞ୍ଜାମ ବ୍ଳକର ବି. କାଇଞ୍ଚପୁର ଗାଁ ନିକଟରେ କାର ସହ ୨ଟି ବାଇକ୍ ଧକ୍କା ହୋଇ ସୋମବାର ଦିନ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ୍ ସହ ଜଣେ କଲେଜ
Read More...

ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ବନ୍ଧୁତ୍ତ୍ଵ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ଏକ ବନ୍ଧୁତ୍ତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ରବିବାର ଦିନ ତମାମ ଧରି ସମାହିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସରେ ସଭିଁଙ୍କ ମଧ୍ୟରେ ଏକ ନିଆରା ଭାତୃତ୍ତ୍ୱଭାବ ପ୍ରେମ
Read More...

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ କାର୍ଯ୍ୟକାରୀ ଦାବୀରେ କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ସ୍ୱରୂପ କାର୍ଯ୍ୟକାରୀ କରାଯିବାକୁ କଂଗ୍ରେସ ପାର୍ଟି ପକ୍ଷରୁ ଦୃଢତାର ସହ ଦାବୀ କରାଯାଇଛି । ମନରେଗା ଯୋଜନାର ନୂଆ ନାମକରଣ କରି ସରକାର ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ
Read More...

ସାଇବର କ୍ରାଇମ ମାମଲାରେ ଛତ୍ରପୁରରେ ୪ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର କ୍ରାଇମ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଛି ଏକ ବଡ଼ ସଫଳତା, ଗତ କିଛିଦିନ ହେଲା ଏ ସମ୍ପର୍କରେ ମିଳିଥିବା ସୁରାକରୁ ଖୋଳତାଡ଼ କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ
Read More...

ଛତ୍ରପୁର ସତସଙ୍ଗ ବିହାରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପରମ୍ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମୋତ୍ସବ ପାଳନ ସାଂଗକୁ ଛତ୍ରପୁର ଠାରେ ଅବସ୍ଥିତ ତାଙ୍କରି ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକୀ ଉତ୍ସବ ଅବସରରେ ଭବ୍ୟ ଆଧ୍ୟାତ୍ମିକ ସମାବେଶ ରବିବାର ଦିନ ବର୍ଣ୍ଣାଢ଼୍ୟ
Read More...