Browsing Tag

bramhapur news

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଛତ୍ରପୁରର ଟିବି ଚାମ୍ପିୟନ ମୁନା ବେହେରା ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବ୍ରହ୍ମପୁରଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ
Read More...

ଛତ୍ରପୁର ହସ୍ପିଟାଲରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ସମ୍ମିଳନୀ ଗୃହରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ସ୍ତ୍ରୀ ରୋଗ
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଦଳୀୟ ନେତ୍ତୃବର୍ଗଙ୍କ ମହଲରେ ଉଷ୍ମତା ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୬ ତାରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ବୃଦ୍ଧିପାଇଛି । ଏପରିକି ଜିଲ୍ଲାରେ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଶାଖାର ସାଧାରଣ ପରିଷଦ ବୈଠକ

୭ ଦଫା ଦାବୀ ପୂରଣ ନହେଲେ ଆନ୍ଦୋଳନ ହେବ : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ସଂଗଠନର
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ଅପରାହ୍ନ ୩ଘଣ୍ଟା ସମୟରେ ହେଲିକ୍ୟାପ୍‌ଟରରୁ ଅବତରଣ କରି ଛତ୍ରପୁର
Read More...

ନିମ୍ନମାନର କାମ ଯୋଗୁଁ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଗଲା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ଝଡ଼-ବର୍ଷା ଓ ପବନରେ ଗତକାଲି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ ଥିବା ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହା ଯେ, ଏବେ ସୁଦ୍ଧା ପଡ଼ି ରହିଛି,
Read More...

ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ଚାଲୁ ରହିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡ) : ମା' ବୁଢ଼ି ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଛାମୁଣ୍ଡିଆ ନିର୍ମାଣ ପାଇଁ କାଠ ପହଞ୍ଚିଛି । ଦେଶୀବେହେରାଙ୍କ ତରଫରୁ ଅସ୍ଥାୟୀ ମଣ୍ଡପ ଏବଂ ସମ୍ମୁଖ ଏକ ବଖରା ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଚାଲୁ
Read More...

୨୬ରେ ମୁଖ୍ୟମନ୍ତ୍ରୀଙ୍କ ୫ ଘଣ୍ଟିଆ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ୧୦ ମାସ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାକୁ ପୁଣି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ ତାରିଖରେ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରଠାରେ ସେ ୩ଟି ସମାବେଶରେ ଯୋଗ ଦେବେ ।
Read More...

ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ 'ଉଗାଦି' ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏକ ଭାଇଚାରା ପର୍ବ ଭାବେ ସାମୁହିକ ଭାବେ ଓଡ଼ିଆ ଓ ତେଲୁଗୁ
Read More...

ଗଞ୍ଜାମ ଜିଲ୍ଲାବାସୀ ନିଜ ନିଜ ଆଧାର କାର୍ଡ ସଂଶୋଧନ କରାଇନେବା ଜରୁରୀ : ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁଆଇଡିଏଆଇଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନସାଧାରଣ ନିଜ ନିଜ ଆଧାର କାର୍ଡଗୁଡ଼ିକ ବିନା ମୂଲ୍ୟରେ ଅପଡେସନ୍ କରାଇବା ନିହାତି ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ
Read More...