Browsing Tag

bramhapur news

ରାଜନୈତିକ ପରିପନ୍ଥା ନେଇ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଯୋଗଦାନକୁ ରାଜନୈତିକ ମହଲରେ ଖୁବ ଚହଳ ସୃଷ୍ଟି କରିଛି । ଶାସକ ବିଜେଡ଼ି ଓ ବିଜେପି ଦଳକୁ ମଧ୍ୟ ଖୁବ ଆଚମ୍ବିତ କରିଛି । ଶ୍ରୀ ପଟ୍ଟନାୟକଙ୍କ ଆସିବା ପଥ ଜାତୀୟ
Read More...

ଆରମ୍ଭ ହୋଇଛି ବ୍ରହ୍ମପୁରର ଠାକୁରାଣୀ ଯାତ୍ରା

ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର ମହାନଗର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆରମ୍ଭ ହୋଇଛି ଐତିହାସିକ ଗଣପର୍ବ ବ୍ରହ୍ମପୁର ଠାକୁରାଣୀ ଯାତ୍ରା । ଏକ ଅଲୌକିକ ଶକ୍ତି ପରମ୍ପରାର ଭୁଜବଳ ନେଇ ଆସିଛନ୍ତି ମାଆ ସାଆନ୍ତାଣୀ ଆରାଧ୍ୟ ଦେବୀ ବୁଢ଼ୀ ଠାକୁରାଣୀ । ବୁଧବାର ପାହାନ୍ତିଆରୁ
Read More...

ବାହାଡାପଲ୍ଲୀ ଗ୍ରାମବାସୀ ଘରବାରି ଗ୍ରାମକଣ୍ଠ ପଟ୍ଟା ଓ ଘରକୁ ଘର ପିଇବା ପାଣି ଯୋଗାଣ ଆଦିରୁ ସେବାରୁ ବଞ୍ଚିତ ଥିବା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତଙ୍କୁ ଘରବାରି ଗ୍ରାମକଣ୍ଠ ପଟ୍ଟା ପ୍ରଦାନ ଏବଂ ଘର ଘରକୁ ପିଇବା ପାଣି ଯୋଗାଣ କରାଯିବା ନିମନ୍ତେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି, ସତ କିନ୍ତୁ ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ବାହାଡାପଲ୍ଲୀ
Read More...

ଓଡିଶାର ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ଲାଗି ତାଲିମ୍ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ ଅଧିନିୟମ ୧୯୯୩ର ଧାରା ୯ର ଉପଧାରା ୧(କ) ଦ୍ୱାରା ଅର୍ପିତ କ୍ଷମତାର ପ୍ରୟୋଗ କ୍ରମେ ଓଏସ୍.ସିବିସି, ଅଧିନିୟମ ୧୯୯୩ ଭାବରେ ନାମିତ ତଥା ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ (ସଂଶୋଧନ) ଅଧିନିୟମ, ୨୦୨୦ରେ ଥିବା
Read More...

ବିଜେପି ଗଞ୍ଜାମ ଜିଲ୍ଲା ଅନୂସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରୀ ବୈଠକ ସଭାପତି ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ
Read More...

ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ଦୁର୍ଘଟଣାଗ୍ରସ୍ତ ମୃତକ ଦୁଇ ଜଣ ଯୁବକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଅଘଟଣ, ସେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଁ ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିଲା । ବାଟରେ ଅଟକାଇଲେ ଦୁଇଜଣ । କହିଲେ, ପଥର କୁଆଁରିରୁ ପଥର ବ୍ଲାଷ୍ଟ ହେଉଛି । ଟିକିଏ ରହିଯାଅ । ସମୟ ସେତେବେଳେ ପ୍ରାୟତଃ ରାତି ଆଠ ଘଣ୍ଟା ହୋଇଥିବ ।
Read More...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବରେ ସ୍ୱେଚ୍ଛାସେବୀଙ୍କ ମହନୀୟ ସେବା ପ୍ରଶଂସନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ପୂର୍ଣ୍ଣଗିରିଶିଖର ଶୀର୍ଷରେ ଅବସ୍ଥାନ କରିଥିବା ଓଡ଼ିଶାର ବୃହତ୍ତମ ଶକ୍ତିପୀଠ ମା' ତାରାତାରିଣୀଙ୍କ ଚୈତ୍ର ପର୍ବ ଚତୁର୍ଥ ପାଳି ସମାହିତ ହୋଇଯାଇଛି । ଆଦ୍ୟାଶକ୍ତି ଭାବେ ପୂଜିତ ମା'ଙ୍କ ଏହି ଚୈତ୍ର
Read More...

ଆଜିଠୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା, ବାପ ଘରେ ଦର୍ଶନ ଓ ପୂଜାର୍ଚ୍ଚନା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡ) : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ି ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ରାତିରୁ ଆରମ୍ଭ ହେବ । ମା'ଙ୍କ ଆଗମନ ପାଇଁ ବାପା ଘର କୁହାଯାଉଥିବା ଦେଶୀବେହେରା ସାହିରେ ସମସ୍ତ ପ୍ରସ୍ତୁତି ସରିଛି । ଠାକୁରାଣୀଙ୍କୁ ବାପ ଘରେ ଦର୍ଶନ ଓ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶକୁ ସୁଦୃଢ କରିବା ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକପ୍ରିୟତା କରିବା ଜରୁରୀ ହୋଇପଡିଛି । ଗତ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ
Read More...

ବ୍ରହ୍ମପୁର ମହାନଗରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି

ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁରଙ୍କ ପାଇଁ ଘଟିଛି ଏକ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ୩ ଜୀବନ । କୁକୁରଙ୍କ ପାଇଁ ଘଟିଥିବା ଏହି ଦୁର୍ଘଟଣାର ଦୃଶ୍ୟ ହେଉଛି, ବ୍ରହ୍ମପୁର ମହାନଗରର ଗାନ୍ଧୀନଗର ୭ମ ଲେନର । ସୋମବାର ଦିନ ସକାଳୁ
Read More...