Browsing Tag

bramhapur news

ପ୍ରତି ଗ୍ରାମ ପଞ୍ଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ଗ୍ରାମ ପଞ୍ଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଛତ୍ରପୁର ତହସିଲରେ ଦୀର୍ଘ ୪୬ ବର୍ଷ ହେଲା ଜମିଜମା ରେକର୍ଡ ସଂଶୋଧନ
Read More...

ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରା ବେଳେ ପୂଜା ମଣ୍ଡପରେ ବିଧାୟକଙ୍କ ଭାଷଣକୁ ନେଇ ଗଣ୍ଡଗୋଳ ଓ ଧସ୍ତାଧସ୍ତି

ଦଳୀୟ ପ୍ରଚାରକୁ କେନ୍ଦ୍ର କରି ପଡିଲା ମହଙ୍ଗା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରା ଷ୍ଟେଜ୍‌ରେ ବିଜେଡ଼ି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଭାଷଣକୁ ନେଇ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଏହା
Read More...

ଭାରତୀୟ ବିକାଶ ପରିଷଦର ସୂଚନା, ମାନବ ଓ ଖାଉଟି ଅଧିକାର କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ, ମାନବ ଅଧିକାର ଆଇନ ଏବଂ ଖାଉଟି ଅଧିକାର ଆଇନ ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଭାରତୀୟ ବିକାଶ ପରିଷଦ ଆନୁକୂଲ୍ୟରେ ବ୍ରହ୍ମପୁର ବିଜିପୁର ସ୍ଥିତ ସନ୍ତୋଷୀ ମା' ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ଛତ୍ରପୁରର ବିମଳ ପଣ୍ଡା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ବିମଳ କୁମାର ପଣ୍ଡା ମନୋନୀତ ହୋଇଥିବା ରାଜ୍ୟ ବିଜେଡ଼ି ଦଳୀୟ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଳାଇ ଆସୁଥିଲେ । ୨୦୨୪
Read More...

ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନର ଆବାସିକ କଲୋନୀ ଅଞ୍ଚଳରେ ଅବସ୍ଥିତ ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ରବିବାର ପବିତ୍ର କୃଷ୍ଣପକ୍ଷ ତୃତୀୟା ତିଥି ଦିନ ମହାସମାରୋହରେ ସମାହିତ ହୋଇଯାଇଛି । ଏହି ଜଗନ୍ନାଥ
Read More...

ବଡମାଧପୁରରେ ଐତିହାସିକ ୨୨ତମ ପଞ୍ଚୁଦଣ୍ଡ ଯାତ୍ରାର ମହାମିଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ପଞ୍ଚୁଦଣ୍ଡ ଯାତ୍ରାର ମହାମିଳନ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ଦିନ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ସମାହିତ
Read More...

ସର୍ବଭାରତୀୟ ସ୍ତରୀୟ ଅବସରପ୍ରାପ୍ତ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା :…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତି ଓ ନିର୍ଦ୍ଦେଶ ତଥା ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ୱାନ କ୍ରମେ ଏବଂ ଦେଶର ସମସ୍ତ ଜିଲ୍ଲାରେ ଧାରଣା ପ୍ରଦାନ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ
Read More...

ଛତ୍ରପୁରଠାରେ ବିଜୁ ଆଇନ ସାମ୍ମୁଖ୍ୟର ବୈଠକରେ ରାଜ୍ୟ ଉପସଭାପତି ଓ ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ମା' ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଏକ ବୈଠକ ଓ ସମ୍ବର୍ଦ୍ଧନା ସାମାରୋହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି
Read More...

ସିବିଏସ୍‌ଇ ଅନୁବନ୍ଧିତ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱୀକୃତି ମିଳିଥିବା ଛତ୍ରପୁରର ୟୁରୋ ସ୍କୁଲକୁ ସ୍ୱତନ୍ତ୍ର ମାନ୍ୟତା

କାଇଟସ୍ ପ୍ରଡକ୍ସନ୍ ସଂସ୍ଥା ପକ୍ଷରୁ ଅନୁଷ୍ଠାନକୁ 'ଏସିଆନ୍ ଏଜୁକେସନ୍ ୨୦୨୦’ ସମ୍ମାନରେ ସମ୍ମାନିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ସିବିଏସ୍‌ଇ ଅନୁବନ୍ଧିତ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱୀକୃତି ମିଳିଥିବା ଛତ୍ରପୁରର ୟୁରୋ ସ୍କୁଲକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବା ସରକାରୀ ଭାବେ
Read More...

ଦାସୁଡୁ ସତ୍ୟମ ତୃତୀୟ ଜାତୀୟ ପୁରସ୍କାରରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହାଇଦ୍ରାବାଦ ସ୍ଥିତ ବହୁଜନ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଛତ୍ରପୁରର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ଗୋଷାଇଁ ଗୁରୁ ଶ୍ରୀ ଆର. ସତ୍ୟମ ରେଡ୍ଡୀଙ୍କୁ ତୃତୀୟ ଥର ପାଇଁ ଜାତୀୟ
Read More...