Browsing Tag

bramhapur news

ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ

ବ୍ରହ୍ମପୁର : ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଚାଲିଥିଲା ବେଆଇନ ହୁକ୍କା ବାର୍‌ । ଏହି ବାର୍‌ରେ ଜମୁଥିଲା ନାବାଳକଙ୍କ ଆଡ୍ଡା । ଅତର୍କିତ ଚଢାଉ କରି ହୁକ୍କା ଷ୍ଟାଣ୍ଡ ସହ ଗୁଟଖା ଏବଂ ସିଗାରେଟ ଜବତ କଲା ବ୍ରହ୍ମପୁର ପୋଲିସର ୫ଟି ଟିମ୍‌ । ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି
Read More...

ତିନି ମାସର ଦରମା ପାଇନାହାନ୍ତି ଏସ୍‌ବିଆଇ ଆଉଟସୋର୍ସିଂ କର୍ମଚାରୀ : ବୈଠକରେ ଉଦ୍‌ବେଗ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହିନ୍ଦ୍‌ ମଜଦୁର ସଭା ସହ ଅନୁବନ୍ଧିତ ଏସ୍‌ବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ଏକ ବୈଠକ ଶୁକ୍ରବାର ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇ ଷ୍ଟେଟ୍‌ ବ୍ୟାଙ୍କ ଭଳି ମର୍ଯ୍ୟାଦାସମ୍ପନ୍ନ ବ୍ୟାଙ୍କରେ ଆଉଟସୋର୍ସିଂ ଭାବେ କାର୍ଯ୍ୟରତ ପ୍ରାୟ ଅଢେ଼ଇ ହଜାର
Read More...

ବ୍ରହ୍ମପୁର ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିି ଯାଇଥିବା ପରିଲକ୍ଷିତ ହୋଇଛି । ଯାହାକି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିଶେଷ କରି କୋଉଠି ନା କୋଉଠି ବିଶୃଙ୍ଖଳା ସୃଷ୍ଟି ହେବା, ରାହାଜାନୀ, ହଣାମରା, ଗୁଣ୍ଡାଗିରି
Read More...

ତାରାତାରିଣୀ ଯାତ୍ରାରେ ସାମିଲ ହେଲେ ଛତ୍ରପୁର ସେବା ଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା' ତାରାତାରିଣୀଙ୍କର ଚୈତ୍ର ମେଳା ଯାତ୍ରା । ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଛତ୍ରପୁରର ୪୦ଜଣିଆ
Read More...

ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟର : ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଏକମାତ୍ର ଆବାସିକ ମହାବିଦ୍ୟାଳୟ ପ୍ରତିଭା କଲେଜ ରେ ଯୁକ୍ତଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ବର୍ଣ୍ଣାଢ଼୍ୟ ଉତ୍ସବ ଗତ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ
Read More...

ଦୀପକ ସାହୁଙ୍କ ହତ୍ୟା ଘଟଣା, ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାତୀଓଟ ଗ୍ରାମର ଦୀପକ ସାହୁ ହତ୍ୟା ଘଟଣା । ୧୦ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ । ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଆଧାରରେ ହତ୍ୟା ଘଟଣାର
Read More...

ମାଁ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା : ପ୍ରଥମ ପାଳିରେ ଲକ୍ଷାଧିକ ଜନସମାଗମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।ମାଁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା । ରାତ୍ର ୩ଟା ଠାରୁ ସିଂହ ଦ୍ଵାର ଦେଇ ପାହାଚ ଚଢି ମନ୍ଦିର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ୧୦ ଦଫା ଦାବୀ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା
Read More...

ଚୈତ୍ର ପର୍ବ ଅବସରରେ ତାରାତାରିଣୀ ପୀଠରେ : ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଓ ଲୋକନୃତ୍ୟ ସଂସ୍କୃତି ଭାରତ ଲୀଳା ସୋମବାର ପରିବେଷଣ
Read More...

ପୁଣି ଜାଲ କାଗଜପତ୍ର କରି ମନ୍ଦିର ଜମି ଦଖଲ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ମନ୍ଦିର ଜମି ଦଖଲ କରି ଜାଲ କାଗଜପତ୍ରରେ ବିକ୍ରି କରିବା ବ୍ରହ୍ମପୁରରେ ଦଲାଲ ସକ୍ରୀୟ ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ସାନ ବଜାର ଛକ ସ୍ଥିତ ଭେଙ୍କେଟେଶ୍ୱର ମହାପ୍ରଭୁଙ୍କ ୧୦ ଏକର ଜମିକୁ ଏବେ ଦଖଲ କରିଛନ୍ତି କିଛି ବ୍ୟବସାୟୀ ଓ ଦଲାଲ ।
Read More...