Browsing Tag

bramhapur news

୨୭ ତାରିଖରୁ ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମଇ ମାସ ୨୭ ତାରିଖରୁ ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହ ମାର୍ବଲ ମୂର୍ତ୍ତି ସ୍ଥାପନା ଓ ପ୍ରତିଷ୍ଠା ଉତ୍ସବ ଯଥା ରୀତିନୀତି ଅନୁଯାୟୀ ଯଜ୍ଞାନୁଷ୍ଠାନ ସାମାରୋହ ଆରମ୍ଭ ହେବ ।
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୀବଜନ୍ତୁଙ୍କ ସୁରକ୍ଷା ହିଁ ମଣିଷ ଜୀବନ ବଞ୍ଚିବାର ଏକ ମାଧ୍ୟମ ଅଟେ ବୋଲି ଟାଟା ଷ୍ଟିଲ ସୌଜନ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର
Read More...

ଛତ୍ରପୁରକୁ ସଂଯୋଗ କରିଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଛତ୍ରପୁର ଡ଼ିଆରଡ଼ିଏ ଛକ ଠାରୁ ବାଟ-ଛତ୍ରପୁରରୁ ବାହାରି ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥର ସର୍ବବିଧ ଉନ୍ନତିକରଣ
Read More...

ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ବିଭତ୍ସ ହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ଅତି ନିର୍ମମ ଓ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘଟଣାଟି ଘଟିଛି, ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ । ଏବେ ଏହି ହୃଦୟ ବିଦାରକ ଘଟଣା ସାମାଜିକ
Read More...

ଗଞ୍ଜାମର ୬ ଜଣ ସାହିତ୍ୟ ଅନୁଷ୍ଠାନର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା - ୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିରଠାରେ ଗତକାଲି ଅନୁଷ୍ଠିତ
Read More...

ଦୀର୍ଘ ୧୭ ବର୍ଷ ପରେ ଶଙ୍କର ବେହେରା ଓରଫ୍ କୋକୋଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବହୁ ବର୍ଷ ଧରି ଆତ୍ମଗୋପନ କରିଥିବା ଅପରାଧୀ ଶଙ୍କର ବେହେରା ଓରଫ୍ କୋକୋଙ୍କୁ ଗିରଫ କରିଛି ଗୋଷାଣିନୂଆଁଗାଁ ଥାନା ପୋଲିସ । ଦୁଇ ଦିନ ତଳେ ସେସନ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କରଙ୍କ ନେହେରୁନଗରରେ ଥିବା ତାଙ୍କ
Read More...

ସୂର୍ଯ୍ୟକାନ୍ତି ସାହୁଙ୍କ ଦ୍ୱାଦଶାହରେ ଯୋଗଦେଲେ ପୋଲସରା ବିଧାୟକଙ୍କ ପତ୍ନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବି. ନୂଆଁପଲ୍ଲୀ ଗ୍ରାମରେ ସ୍ୱର୍ଗତ ସୂର୍ଯ୍ୟକାନ୍ତି ସାହୁଙ୍କ ଦ୍ୱାଦଶାହ ଦିବସ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ
Read More...

ଛତ୍ରପୁରରେ ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସହରର ଅପର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ଛତ୍ରପୁର ପ୍ରେସ୍‌ କ୍ଲବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବି ଗତକାଲି ରକ୍ତଦାନ ଶିବିରର ଆୟୋଜନ କରି ୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଛତ୍ରପୁର ପ୍ରେସ୍‌ କ୍ଲବ ବିଭିନ୍ନ ମହଲରେ ପ୍ରଶଂସନୀୟ ହୋଇଛି । ନୂତନ କୋଠାର ଉଦ୍‌ଘାଟନ ପରେ ଛତ୍ରପୁର ପ୍ରେସ୍‌ କ୍ଲବ ପ୍ରଥମ ଥର ପାଇଁ ଏକ
Read More...

ପାଇଲଟ ପ୍ରୋଜେକ୍ଟରେ ସୁନାପୁର ବେଳାଭୂମି : ଜୁରୀ କେନ୍ଦ୍ରୀୟ ପ୍ରତିନିଧି

• ଭାରତରେ ଅଦ୍ୟାବଧି ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଦ୍ୟାବଧି ଆମ ଭାରତର ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି । ସେହିପରି ଭାରତର ବେଳାଭୂମି
Read More...