Browsing Tag

bramhapur news

ହିଞ୍ଜିଳିରେ ବେଆଇନ ବାଲି ଦୁର୍ନୀତି, ଜମି ଦୁର୍ନୀତି, ଅବାଧ ମଦ ବିକ୍ରି ପ୍ରତିବାଦରେ ଆମରଣ ଅନଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ ବାଲିଦୁର୍ନୀତି, ମଦ ବିକ୍ରି, ଜମି ଦୁର୍ନୀତି, ଅବୈଧ ଗୃହନିର୍ମାଣ ଚାଲିଥିବା ଅଭିଯୋଗରେ କଂଗ୍ରେସ୍ ପାର୍ଟି ନେତାଙ୍କ ପକ୍ଷରୁ ସୋମବାର ଦିନ ଅମରଣ ଅନଶନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ
Read More...

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ-ଶୁଣାଣି ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ ଓ
Read More...

ବିଶ୍ୱକର୍ମା ମହାସଂଘର ଶୀତକାଳୀନ ବୈଠକ

ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବିଭକ୍ତ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ମହାସଙ୍ଘର ଶୀତାକାଳୀନ ବୈଠକ ରବିବାର ଟାଙ୍ଗଣାପଲ୍ଲୀ ପାଣି-ପଞ୍ଚାୟତ ସଭାଗୃହରେ ଆୟୋଜିତ ହୋଇଯାଇଛି । ମହାସଙ୍ଘର ସଭାପତି କାମରଜୁ ମହାରଣାଙ୍କ
Read More...

ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ତାରାତାରିଣୀ ରାଇସ ମିଲ୍ ମାଲିକ, ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ
Read More...

ଜାନୁୟାରୀ ୨୨ ରୁ ୨୬ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ତଥା ବାଣିଜ୍ୟ, ପରିବହନ, ଖଣି
Read More...

ରାମଚଣ୍ଡୀ ସେବାଦଳ ଗୃପର ରକ୍ତଦାତା ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ପୂଜାକମିଟି ପକ୍ଷରୁ ସକ୍ରୀୟ ସଦସ୍ୟ ବରୁଣ ଚୌଧୁରୀଙ୍କ ନେତୃତ୍ଵରେ ସକ୍ରୀୟ ଟିମ୍ ସର୍ବଶ୍ରୀ ଶଙ୍କର ନାୟକ, ଦଣ୍ଡପାଣି ମହାରଣା, ପ୍ରସନ୍ନ କୁମାର ନାୟକ, ବିଦୂର ନାୟକ,
Read More...

ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଞ୍ଚାୟତ-ପକ୍ଷ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦିନିକିଆ ପାଣି ପଞ୍ଚାୟତ-ପକ୍ଷ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାମାନ ଶନିବାର ସଂଗଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ
Read More...

ଜାନୁୟାରୀ ୨୨ରୁ ୨୬ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ତଥା ବାଣିଜ୍ୟ, ପରିବହନ,
Read More...

ସମ୍ବର୍ଦ୍ଧିତ ହେଲେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶଙ୍କ ଆଦର୍ଶ ତ୍ୟାଗ ଓ ମହାନତାକୁ ସମ୍ମାନ ଜଣାଇ ଛତ୍ରପୁରସ୍ଥ ବ୍ରହ୍ମାକୁମାରୀ
Read More...

ଧାନକିଣାରୁ ବଞ୍ଚିତ ଖଲ୍ଲିକୋଟ ବ୍ଲକ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ପ୍ରଶାସନ ଧାନକିଣାରୁ ବଞ୍ଚିତ କରିଥିବା ନେଇ ଖଲ୍ଲିକୋଟ ବ୍ଲକ୍ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ । ସବୁଆଡେ ଆନନ୍ଦ ଉଲ୍ଲାସର ସହ ଜିରୋ ନାଇଟ୍ ପାଳି ଭୋଜି ଆସର କରି ମନେଇଥିବା ବେଳେ
Read More...