Browsing Tag

bramhapur news

ପୂଣ୍ୟତ୍ତୋୟା ଋଷିକୂଲ୍ୟା ଘାଟରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମର ନିଆରା ଦୃଶ୍ୟ

• ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର ପ୍ରତ୍ୟୁଷରୁ ଶିବଲିଙ୍ଗରେ ଜଳାଭିଷେକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆରମ୍ଭ ହୋଇଯାଇଛି ଶିବ ଉପାସନାର ମହନୀୟ ଗଣପର୍ବ ବୋଲ୍ ବୋମ । ବୋଲ୍ ବୋମ ହର୍‌ ହର୍‌ ବମ୍‌ରେ ସ୍ଥାନଟି କମ୍ପି ଉଠିଛି । ଶିବ ଶଙ୍କର ଭଗବାନଙ୍କ ମହିମାର ଭକ୍ତି ଭାବନାର ଏକ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ

• ଚଳିତ ବର୍ଷ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରାରୋପଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରା ରୋପଣ
Read More...

ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଭଉଣୀଙ୍କ ଜନ୍ମଦିବସରେ ଆଧ୍ୟାତ୍ମିକ ସଙ୍ଗୀତ ରସାତ୍ମକ ଭାବରେ ଭରି
Read More...

ଛତ୍ରପୁର ରୋଟାରୀ କ୍ଲବ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୪ତମ ବନ ମହୋତ୍ସବ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ନିରଞ୍ଜନ ପାତ୍ରଙ୍କ ନେତ୍ତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ,
Read More...

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ ତଥା ପ୍ରମୁଖ ଅତିରିକ୍ତ ପ୍ରକଳ୍ପ ଅଧିକାରୀ,
Read More...

ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ସାନ ଆର୍ଜିପଲ୍ଲୀ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଜିପଲ୍ଲୀ ଗ୍ରାମ ପଞ୍ଚାୟତସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳିରେ ଆଇଆର୍‌ଇଏଲ୍ (ଇଣ୍ଡିଆ) ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଆଇଆର୍‌ଇଏଲ୍ (ଇଣ୍ଡିଆ) ଭାରତ
Read More...

ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ

ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ସାହିବାସୀ ଅତିଷ୍ଠ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌ଏସି ୧୨ନଂ ୱାର୍ଡର ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ହେବାରେ ବିଳମ୍ବ ହେଉଛି, ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ ଉପୁଜିଛି । କେବଳ ଜଣେ ଦୁଇଜଣ ଖଳ ପ୍ରକୃତିର ଲୋକ ନାଳ
Read More...

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ପାଞ୍ଚଟି ଏଟିଏମ୍‌ ମେସିନ୍‌ରୁ କାମ କରୁଛି କେବଳ ଗୋଟିଏ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ୍‌ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ମେନ୍‌ ବ୍ରାଞ୍ଚକୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ
Read More...

ବ୍ରହ୍ମପୁରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୂନ୍ୟାଶକ୍ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୫.୧୦ ମିଲି.ସେକେଣ୍ଡ୍‌ରେ ଓଡ଼ିଶୀ ନୃତ୍ୟର ୫୧ଟି ହସ୍ତମୁଦ୍ରାକୁ ନୃତ୍ୟ ଶୈଳିମାଧ୍ୟମରେ ନୃତ୍ୟ ପ୍ରଦର୍ଶନ କରି ଜାତୀୟସ୍ତରର ରେକର୍ଡ ଆଣିଛନ୍ତି । ଭାରତର ସମସ୍ତ ଆଠ ଟି ଶାସ୍ତ୍ରୀୟ ନୃତ୍ୟ ଏବଂ ଓଡିଶୀନୃତ୍ୟ କୁ ବିଭିନ୍ନ ଅଙ୍ଗଭଙ୍ଗୀ କୁ ବହୁତ
Read More...

ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚର ଓଏଏସ୍‌ ଅଫିସର ଅଟନ୍ତି । ସେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଭାବେ ଏହି ଦାୟିତ୍ୱ ତୁଲାଇ ନିଜର ଚାକିରି କାଳ ଆରମ୍ଭ କରିଛନ୍ତି । ଏଣୁ
Read More...