Browsing Tag

bramhapur news

ପ୍ରଫୁଲ୍ଲ ନାୟକଙ୍କ ୨୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ଛତ୍ରପୁର ବ୍ଲକ୍ ଚେୟାରମେନ ପ୍ରଫୁଲ୍ଲ ଚନ୍ଦ୍ର ନାୟକଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ବରିଷ୍ଠ ନାଗରିକ, ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଛତ୍ରପୁରର
Read More...

ବ୍ରହ୍ମପୁର ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବ୍ରହ୍ମପୁରର ସଂଯୋଜନାରେ ନୂତନ ଭାବେ ଗଠିତ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ବୁଧବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟଠାରେ
Read More...

ୟୁରୋପର ଉଚ୍ଚତମ ଶୃଙ୍ଗ ଆରୋହଣକାରୀ ସୁଶ୍ରୀ ମଧୁସ୍ମିତା ପାତ୍ରଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ-ଏଲ୍ ପର୍ବତର ୫୬୪୨ ମି. ଉଚ୍ଚତା ପର୍ଯ୍ୟନ୍ତ ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି । ସେ ସୁନାଝିଅ ବ୍ରହ୍ମପୁର ସହରର ଅଟନ୍ତି, ବୋଲି ଜଣାଯାଇଛି । ଓଡ଼ିଆ ଝିଅ ପର୍ବତାରୋହୀ ସୁଶ୍ରୀ ମଧୁସ୍ମିତା ପାତ୍ର
Read More...

ଛତ୍ରପୁର ସର୍କିଟ ହାଉସରେ ମାନସ ମଙ୍ଗରାଜ ଓ ବବି ଦାସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପ୍ରଭାତରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପର୍ଯ୍ୟବେକ୍ଷକ ତଥା (ରାଜ୍ୟସଭା ସଦସ୍ୟ) ସାଂସଦ ମାନସ ମଙ୍ଗରାଜ ସଦରମହକୁମା ଛତ୍ରପୁରର ଷ୍ଟାଡିୟମ ପରିଦର୍ଶନ
Read More...

୫-ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ତତ୍ପରତା ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ୫-ଟି ସଚିବ ଭି.କେ.ପଣ୍ଡିଆନ ଆସୁଛନ୍ତି । ଚଳିତ ୨୫, ୨୬, ୨୭ ତାରିଖରେ ହେଲିକପ୍ଟର ଯୋଗେ ଫାଇଭ-ଟି ସରକାରଙ୍କ ଗସ୍ତ ହେଉଥିବା ସରକାରୀ ଭାବେ ଜଣାପଡିଛି । ୫ଟି ସଚିବ ଭି.କେ.ପଣ୍ଡିଆନ ଲୋକଙ୍କ ସହିତ ମିଳାମିଶା
Read More...

ଗଞ୍ଜାମ ଜିଲ୍ଲାର ୯ଟି ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ୨୬ଟି ଜିଲ୍ଲାର ୧୨୪ଟି ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ଟି ବସ୍‌ଷ୍ଟାଣ୍ଡ ଯଥା- ଗଞ୍ଜାମ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଖଲ୍ଲିକୋଟ, ଧରାକୋଟ, ଜଗନ୍ନାଥ ପ୍ରସାଦ, ସୋରଡା,
Read More...

ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଛାତ୍ରଛାତ୍ରୀମାନଙ୍କୁ ଚର୍ଚ୍ଚା ଓ ଆଲୋଚନା କରି ପିଲାଙ୍କୁ ଏହି ଜ୍ଞାନ କୌଶଳ ଉପରେ ଗଭୀର ଆଲୋକପାତ କରାଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ
Read More...

ଲଳିତକଳା ଏକାଡେମୀ ପକ୍ଷରୁ ଆର୍ଟ-ଗ୍ୟାଲେରୀ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡ଼ିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ-ଗ୍ୟାଲେରୀ ଉଦ୍‌ଘାଟିତ ହୋଇଯାଇଛି । ଏକ
Read More...

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

ବ୍ରହ୍ମପୁର : ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ସରିତା ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି । ଶ୍ରୀମତୀ ପଣ୍ଡା ଜଣେ ସମାଜସେବୀ ଭାବେ ଗତ ଦୁଇ ଦଶନ୍ଧି ଧରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ସମାଜ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । ମାଟି ପାତ୍ରରେ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଦିବସ ଅବସରରେ ସ୍ମୃତିଚାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ଆନୁଷ୍ଠାନିକ ସ୍ମୃତିସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ
Read More...