Browsing Tag

bramhapur news

ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜସେବୀ ତଥା ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ବ୍ରହ୍ମପୁର ସହର ଜଣେ
Read More...

ନବରାତ୍ରୀରେ ମା’ ବ୍ୟାଘ୍ରଦେବୀଙ୍କୁ ଦର୍ଶନ କଲେ ରାମଚନ୍ଦ୍ର ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା' ବ୍ୟାଘ୍ରଦେବୀଙ୍କ ନବରାତ୍ରୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସୁଥିବା ବେଳେ ନବମୀ ତିଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ନବମୀ ରାତ୍ରିରେ ସବୁଦିନଠାରୁ ଅଧିକ ଚଳଚଞ୍ଚଳ ଥିଲା । ରାଜ୍ୟ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲ୍ ପରିସରରେ ୯ମ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା ରବିବାର ଦିନ ତମାମ ଧରି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି
Read More...

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା' ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଆସିଛି । ଏଠାରେ
Read More...

୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ ସ୍ୱରୂପ ଶନିବାର ପୂର୍ବାହ୍ନରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ୬୪ତମ
Read More...

ଛତ୍ରପୁରଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦକ୍ଷତାଭିତ୍ତିକ କର୍ମଶାଳା ଓ ବିକାଶମୂଳକ ତାଲିମ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ତପ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଏହି ଅଞ୍ଚଳର କୃଷକମାନଙ୍କୁ ନେଇ ଏକ ଉଦ୍ୟାନ କୃଷି କର୍ମଶାଳା ଓ କୃଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର
Read More...

ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ସାକ୍ଷରତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଗଞ୍ଜାମରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ୨୦୨୩ ଆୟୋଜିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଉପସ୍ଥିତ ରହି
Read More...

ସ୍କନ୍ଦମାତା ରୂପରେ ଦେବୀ ଦର୍ଶନ ଦେଇଛନ୍ତି ରିକାପଲ୍ଲୀ ମା’ ବ୍ୟଘ୍ରଦେବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବରାତ୍ର ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଛତ୍ରପୁର ସହର । ଏହି ସହରର ପ୍ରମୁଖ ଦେବୀ ପୀଠ ମାନଙ୍କରେ ପବିତ୍ର ଦଶହରା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସୁଅଛି । ବିଧିବଦ୍ଧ ଭାବେ ନବରାତ୍ର ପୂଜା ଷୋଡଶ ଉପଚାରରେ ପୂଜାର୍ଚ୍ଚନା
Read More...

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦିଆଯାଉ : ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଛତ୍ରପୁର ଉପକଣ୍ଠ ମାଟିଖାଲ୍‌ ସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମୃତକ ପରିବାର ସଦସ୍ୟମାନେ ଗତ ୧୭ ତାରିଖରୁ ପୁଣି
Read More...