Browsing Tag

bramhapur news

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପବିତ୍ର କାର୍ତ୍ତିକ ମାସ ରାସପୂର୍ଣ୍ଣିମା ଦିନ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଏନ୍ଏସି
Read More...

ତେରସ୍ଥାନ ତାଲୁକା ବାଣାୟତ ଓଡିଆକୁଳ ସମାଜର ନିର୍ବାଚନ ମହାସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର-୨ ସ୍ଥିତ ବାଣାୟତ ଓଡିଆ କୁଳ ସମାଜର ସ୍ଥାୟୀ ଗୃହ ପ୍ରାଙ୍ଗଣଠାରେ ତେରସ୍ଥାନ ତାଲୁକା ବାଣାୟତ ଓଡିଆ ସମାଜର ନିର୍ବାଚନ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଏଥିରେ
Read More...

ପୋଲସରା ବ୍ଳକ୍ ମା’ଭରାଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ମନ୍ଦାର ଗାଁର ମା' ଭରାଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ
Read More...

ଶ୍ରୀରାମଚରିତ ମାନସ ପାରାୟଣ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକମାସ ବ୍ୟାପୀ ଶ୍ରୀରାମଚରିତ ମାନସ ପାରାୟଣ ପ୍ରତ୍ୟହ ପ୍ରାତଃ ୭ଘଣ୍ଟା ସମୟରେ ଚାଲୁଥିଲା । ଏହି ପରାୟଣ ସୋମବାର ପବିତ୍ର ରାସ ପୂର୍ଣ୍ଣିମା ଦିନ ବିଧିବଦ୍ଧ ଭାବେ ଉଦ୍‌ଯାପିତ
Read More...

ଘରେ ଘରେ ଚାଲିଛି ହନୁମାନ ଚାଳିଶା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଚାଲିଛି ହନୁମାନ ଚାଳିଶା । ରାମ ନାମ, ହରି ସଂକୀର୍ତ୍ତନ ଶବ୍ଦଧ୍ୱନିରେ ସହର ଅବା ଗ୍ରାମ ମାନଙ୍କରେ ମୁଖରୀତ ହେଉଥିବା ଦେଖାଯାଇଛି । ଏବେ ବିଭିନ୍ନ ସ୍ଥାନରେ ପ୍ରାୟତଃ ଘରେଘରେ ନିଜ ନିଜର ମାନସିକ ପୂରଣ ପାଇଁ, ଘର
Read More...

ସଡ଼କ ଦୁର୍ଘଟଣାରେ ହୋମଗାର୍ଡ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିବା ୧୦ଘଣ୍ଟା ୩୦ ମିନଟ୍‌ ସମୟରେ ଜାତୀୟ ରାଜପଥସ୍ଥ ବାଟ-ଛତ୍ରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ହୋମଗାର୍ଡ ମନୋଜ କୁମାର ବେହେରାଙ୍କ ବାଇକ ଓ ଜଣେ ସ୍କୁଟି ଚାଳକଙ୍କ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ
Read More...

ବ୍ରହ୍ମପୁରବାସୀଙ୍କ ଟିକସରେ ନିର୍ମିତ ଟାଉନ୍‌ ହଲ୍‌ ଦେୟ ହ୍ରାସ ଦାବୀରେ ବିକ୍ଷୋଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଏମ୍‌ସି ପରିଚାଳିତ ଟାଉନ୍‌ ହଲ ଭଡ଼ା ହ୍ରାସ ଦାବୀରେ ପ୍ରଗତିଶୀଳ ଉକ୍ରଳ ସମାଜ ଶୁକ୍ରବାର ପ୍ରତିବାଦ କରି ଏବଂ କମିଶନରଙ୍କୁ ଦାବୀପତ୍ର ପ୍ରଦାନ କରିଛି । ସେମାନଙ୍କ ଅଭିଯୋଗ ସାଧାରଣ ଜନତାଙ୍କ ନିମନ୍ତେ ସଭା, ସମିତି, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ
Read More...

ଆଦିବାସୀ ଅଧ୍ୟୁଷିତ ସାମନ୍ତିଆପଲ୍ଲୀରେ ଓ.କେ.ସି.ଏଲ.ର ଶିକ୍ଷାକେନ୍ଦ୍ର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀଠାରେ ଓକେସିଏଲ୍‌ର ଏକ ଅଧିକୃତ ଶିକ୍ଷାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହନ୍ତ ପରାଙ୍କୁଶ ଉଚ୍ଚ ବିଦ୍ୟାଳୟର
Read More...

ଛତ୍ରପୁର ସହର ପ୍ରବେଶପଥ ସ୍ୱାଗତ ତୋରଣ ଓ ବିବିଧ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ନୂତନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପମାନ ଶନିବାର ଲୋକାର୍ପିତ ହୋଇଯାଇଛିଛି । ଛତ୍ରପୁର ଷ୍ଟାଡିୟମ ପରିସରରେ ମୁକ୍ତ-ବ୍ୟାୟାମଶାଳା, ରେଳଷ୍ଟେସନ ନିକଟସ୍ଥ ଶୌଚାଳୟର ରୂପାନ୍ତରିକରଣ ଏବଂ ପୁତିଗୋପାଳପୁର ନିକଟସ୍ଥ ଛତ୍ରପୁର ସହରକୁ ରାଜ ପଥସହ
Read More...

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କରଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଓ ନିର୍ବାଚନୀ ସମୀକ୍ଷା

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ): ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କରଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓସ୍ବାନ ଦ୍ବାରା
Read More...