ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ପୋଷ୍ଟର ଚିରା-ସଫେଇ ଅଭିଯାନ ଜାରୀ
ସାମିଲ ହେଲେ ଡେପୁଟି କମିଶନର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ବ୍ରହ୍ମପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି । ପ୍ରତି ରବିବାର ଭଳି ଗତକାଲି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ!-->!-->!-->…
Read More...
Read More...