Browsing Tag

bramhapur news

ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମି ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ । ଏଫ୍‌ଇଇ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ୭୭ଟି ଦେଶର ବେଳାଭୂମିର ସ୍ଥିତି ଉପରେ ସର୍ଭେ କରାଯାଇଥିଲା । ଏଭଳି ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ମହଙ୍ଗା ପଡ଼ିଲା ଜେଲରେ ରହି ସାକ୍ଷୀଙ୍କୁ ଧମକାଇବା : ସଜା ପାଇଲେ ମୁଖ୍ୟ ଅଭିଯୁକ୍ତ ରାଧାଶ୍ୟାମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକ ହତ୍ୟାକାଣ୍ଡରେ ଜଡିତ ଥିବା ବିଚରାଧୀନ କଏଦୀ ଛତ୍ରପୁର ସବ୍‌-ଜେଲରୁ ମୋବାଇଲ୍ ଫୋନ୍‌ ଜରିଆରେ ସାକ୍ଷୀଙ୍କୁ ଧମକାଇବା ମହଙ୍ଗା ପଡ଼ିଲା । ଘଟଣାରୁ ଜଣାଯାଇଛି ଯେ' ଏହି ମାମଲାର ଶୁଣାଣି କରି ସୋମବାର ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍.
Read More...

ହୁମ୍ବର ଗାଁ ଯଜ୍ଞ-ପ୍ରତିଷ୍ଠାତ୍ସୋବରେ ମୁଖରିତ : କଳସ ଯାତ୍ରା ସମ୍ପନ୍ନ ହୋଇ ରବିବାର ପ୍ରାତଃରୁ ନାମଯଜ୍ଞ, ଅନ୍ନଯଜ୍ଞ,…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀ ଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ଶୁକ୍ରବାର ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଶନିବାର ଜଳଯାତ୍ରା ସମ୍ପନ୍ନ
Read More...

ଗଞ୍ଜାମ ଜିଲ୍ଲାପ୍ରଶାସନ ଓ ଗଣମାଧ୍ୟମ ଟିମଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ମୁଖ୍ୟ ଷ୍ଟାଡିୟମ୍‌ଠାରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂର୍ବାହ୍ନ ୧୧ଟା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶଙ୍କ ମଧ୍ୟରେ ଏକ
Read More...

ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମେଧାବୀ ଛାତ୍ର ଦିବ୍ୟାଂଶୁ ହାତୀ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ତମ ଜନରାଜ୍ୟ ଦିବସ ଅବସରରେ ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀର ଛାତ୍ର ଦିବ୍ୟାଂଶୁ ହାତୀ ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ' ପ୍ରାଥମିକ ସ୍ତରୀୟ ଓଡ଼ିଆ ବକ୍ତୃତା
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଉପଖଣ୍ତସ୍ତରୀୟ “ନୂଆ-ଓ” ସାଂସ୍କୃତିକ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଛତ୍ରପୁରରେ ଉପଖଣ୍ତସ୍ତରୀୟ "ନୂଆ-ଓ" ଅନ୍ତର୍ଗତ ଗତ ୨୫ ଓ ୨୬ ତାରିଖରେ ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବ୍ରହ୍ମପୁରଠାରେ ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ୭୫ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଟି. ଆଓ(ଭା.ପ୍ର.ସେ), ଦକ୍ଷିଣାଞ୍ଚଳ
Read More...

‘ନବୀନ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ 'ନବୀନ' କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ
Read More...

ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୪ତମ ଜାତୀୟ ମତଦାତା ଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟଙ୍କ ପୌରୋହିତ୍ୟରେ ପାଳନ ହୋଇଯାଇଛି । ଏହି ସଭାରେ ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇ
Read More...