Browsing Tag

bramhapur news

ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ‘ନୂଆ-ଓ’ କାର୍ଯ୍ୟକ୍ରମ ବେଳେ ବିଧାୟକ ବିରୋଧୀଙ୍କ ଦ୍ଵାରା କଳାପତାକା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ଥିବା ୧୮ଗୋଟି ଗ୍ରାମପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି । କିନ୍ତୁ ଉଦ୍‌ଯାପନୀ ଦିବସରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ 'ନୂଆ-ଓ' କାର୍ଯ୍ୟକ୍ରମ
Read More...

ଆନ୍ତଃପଞ୍ଚାୟତ ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନ୍ତଃପଞ୍ଚାୟତସ୍ତରୀୟ ଆୟୋଜିତ 'ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟ'ର ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ କ୍ରୀଡାବିତ୍‌ଙ୍କୁ
Read More...

ଓର୍ମାସ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଓର୍ମାସ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଉଦ୍‌ଘାଟିତ ହୋଇ ଜଉଗଡ ସେମିନାର ହଲ୍‌ରେ ଏହା ଉଦକଯାପିତ ହୋଇଯାଇଛି ।
Read More...

ସମ୍ବାଦିକଙ୍କ ସୁରକ୍ଷା ଓ ପେନ୍‌ସନ୍‌ ପ୍ରଦାନ ନେଇ ଓୟୁଜେ ସଂଗଠନର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାର୍ଯ୍ୟରତ ସମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ସାମ୍ବାଦିକଙ୍କୁ ପେନ୍‌ସନ୍‌ ପ୍ରଦାନ ପାଇଁ ଓୟୁଜେ ସଂଗଠନ ଦାବୀ କରିଛି । ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ
Read More...

ନୂତନ ଛତ୍ରପୁର ପୌର ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ପୌର ନିର୍ବାହୀ ଅଧିକାରୀ ଭାବେ ଓଡ଼ିଶା ମ୍ୟୁନିସିପାଲ୍ ଆଡ୍‌ମିନିଷ୍ଟ୍ରେସନ୍ ସର୍ଭିସ୍ ପାହ୍ୟାରେ ନିଯୁକ୍ତି-ପ୍ରାପ୍ତ ୟାଶୀର ବିଲାଲ ଅହେମଦ ମଙ୍ଗଳାବର ଅପରାହ୍ନରେ ଯୋଗଦେଇଛନ୍ତି । ସେ ପୌରପାଳିକା
Read More...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ମାଛ ଚାଷରେ ଅଧିକ ଲାଭବାନ ହେବା ପାଇଁ ଉଦ୍ୟମ ପ୍ରୟାସ ଜାରି କରିବା ପୂର୍ବକ ମାଛ ଚାଷୀମାନଙ୍କ ପାଇ ନିର୍ମିତ ବୈଷୟିକ ଜ୍ଞାନ କୌଶଳ ଯୁକ୍ତ ସାମଗ୍ରୀର ଉନ୍ମୋଚନ ଦିବସ ଗତ ୩ ତାରିଖରେ ବ୍ରହ୍ମପୁର ନିକଟସ୍ଥ
Read More...

ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ଶ୍ରେଣୀ ଛାତ୍ରୀଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆତ୍ମସୁରକ୍ଷା କୌଶଳ
Read More...

ସୂଚନା ଆଇନ ୨୦୦୫ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ମହକୁମା ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା
Read More...

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ବିଷୟବସ୍ତୁକୁ ନେଇ ଗତ ୪ ତାରିଖରେ ଉପ-ନିର୍ଦ୍ଦେଶକ ତଥା ସଂଘର ସଭାପତି ଅଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏଥିରେ ସଂଘର
Read More...

କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ୱାନ – ଆସ ମିଳିମିଶି କ୍ୟାନ୍ସର ମୁକ୍ତ ଭବିଷ୍ୟତ ଭାରତ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶ୍ୱ କର୍କଟ ଦିବସ ଅବସରରେ ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭବିଷ୍ୟତ ଭାରତ ସମ୍ଭବ ହେବ ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ୱାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆଠାରୁ
Read More...