Browsing Tag

bramhapur news

ସରକାରଙ୍କ ଯୋଜନା ଗୁଡିକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ୩୧ ଗୋଟି ବ୍ଲକ ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଥିଲେ । ସେମାନେ ଛତ୍ରପୁର ବ୍ଲକର ୧୮ ଗୋଟି ପଞ୍ଚାୟତ ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ଲୋକମାନଙ୍କ ପାଖରେ ପହଞ୍ଚେଇବା ପାଇଁ ବିହିତ
Read More...

ବଡମାଧପୁରରେ ୧୦୭ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତରେ ରବିବାର କଲ୍ୟାଣ ମଣ୍ଡପଠାରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ବଡ଼ମାଧପୁର
Read More...

ଛତ୍ରପୁର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟିର ମାନ୍ୟତା । ସାଧାରଣ ନିର୍ବାଚନ ପୂର୍ବରୁ ମିଳିଲା ବହୁ ପ୍ରତିକ୍ଷୀତ ଏହି ଉପହାର । ବିଭିନ୍ନ ଗଣମାଧ୍ୟମରେ ବହୁବାର ପ୍ରକାଶ ପାଇ ଆସିଥିବା ବେଳେ ଜିଲ୍ଲାସ୍ତରୀୟ ବରିଷ୍ଠ ସାମ୍ୱାଦିକ କେ.ସତ୍ୟନାରାୟଣ
Read More...

ସୁନ୍ଦରପୁର ତାଲୁକା ବାରିକ ସମାଜର ସ୍ଵତନ୍ତ୍ର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁରର ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ମା' କାଳୁଆ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରପୁର ତାଲୁକା ବାରିକ ସମାଜର ଏକ ସ୍ଵତନ୍ତ୍ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ କୁଳ ନେତୃତ୍ଵଧାରୀ
Read More...

ବରିଷ୍ଠ ସର୍ଜରୀ ଡ଼ାକ୍ତରଙ୍କ ଦେହାନ୍ତ : ଛତ୍ରପୁର ସହରର ବିଭିନ୍ନ ମହଲରେ ଶୋକବ୍ୟକ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ୍ ଜଣାଶୁଣା ବରିଷ୍ଠ ସର୍ଜରୀ ସ୍ପେସାଲିଷ୍ଟ ଡ଼ା. ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ଗୁରୁବାର ମଧ୍ୟରାତ୍ରୀରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ
Read More...

ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରୁ ସହରକୁ ଯାତାୟତ କରିବା ନିମନ୍ତେ ଗମନାଗମନ ପଥ ସୁଗମ ହେଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ୍ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମାଞ୍ଚଳ ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ୍
Read More...

ପୋଲିସ ହାତରେ ଧରାପଡିଲେ ନକଲି ଭିକାରି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଭିନ୍ନକ୍ଷମ ବେଶରେ ଭିକ ମାଗିବା । ଶେଷରେ ନକଲି ଭିନ୍ନକ୍ଷମ ଭିକାରି ଗିରଫ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଟାଟାବେଞ୍ଜ ଓ କମାପଲ୍ଲୀରୁ ଭିକ ମାଗି ଉତ୍ତରପ୍ରଦେଶର ୪ ଜଣ ନକଲି ଭିକାରି ଗିରଫ ହୋଇଛନ୍ତି । ଗିରଫ୍‌ ହୋଇଥିବା
Read More...

ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଏବଂ ଜୁପିଟର ଶିକ୍ଷାନୁଷ୍ଠାନ ରୌପ୍ୟ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଦର ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର
Read More...

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଅଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜମ ଜିଲ୍ଲା ସଦର ମହକୁମା ଛତ୍ରପୁର ଷ୍ଟାଡିୟମରେ ଅଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଇଣ୍ଟରନେଟ୍ ମାଧ୍ୟମରେ ସିଧା ପ୍ରସାରଣ ହୋଇଥିବାବେଳେ
Read More...