ଆଇ. ଆର୍. ଇ. ଏଲ୍.ରେ ସ୍ଥାୟୀ ନିଯୁକ୍ତି ନେଇ ଛତ୍ରପୁର ବିଧାୟକଙ୍କ ସହ ଆଲୋଚନା ଓ ଆନୁସଙ୍ଗିକ ଦାବୀ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇ. ଆର୍. ଇ. ଏଲ୍. (ଇଣ୍ଡିଆ) ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଛି । ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ପଦବୀରେ ନିଯୁକ୍ତି ଦେବାରେ ସ୍ଥାନୀୟ ଲୋକଙ୍କୁ!-->…
Read More...
Read More...