Browsing Tag

bramhapur news

ବ୍ରହ୍ମପୁର ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶାରଦୀୟ ଦୁର୍ଗାପୂଜା ସମ୍ଭାର ସୁରୁଖୁରେ ସମ୍ପାଦିତ ହେବା ନିମନ୍ତେ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା
Read More...

ଓଡିଶା ପଛୁଆବର୍ଗ ଏବଂ ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଓବିସି, ଏସ୍‌ସି, ଏସ୍‌ଟି ଉଦ୍ୟୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଗତ ରବିବାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବକ୍ତା ଯୋଗଦେଇ ଏହି ବର୍ଗର ଲୋକଙ୍କ ହିତ ଉଦ୍ଦେଶ୍ୟରେ ବକ୍ତବ୍ୟ
Read More...

ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍
Read More...

ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟଧାମରେ ଆଧ୍ୟାତ୍ମିକ ସମାରୋହ

ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା : ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ପ୍ରତିଷ୍ଠିତ ଚିଦାନନ୍ଦ ଦିବ୍ୟଧାମରେ ୨୯ ତାରିଖ ଦିନ ଆନ୍ତର୍ଜାତିକ ଦିବ୍ୟ ଜୀବନ ସଂଘ
Read More...

ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବ୍ରହ୍ମପୁର ଏସ୍‌.ପି. ଦାୟିତ୍ୱରେ ଥବବା ଡିଆଇଜି ଡଃ. ସାର୍ଥକ ଷଡ଼ଙ୍ଗୀଙ୍କୁ ପଦୋନ୍ନତି ଭିତ୍ତିରେ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ତେବେ ଡ଼ଃ. ଶ୍ରବଣା
Read More...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର : ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି । ଅକ୍ଟୋବର
Read More...

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିବା ଖବର ମିଳିଛି । ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିବା ସୂଚନା ରହିଛି ।
Read More...

ଛତ୍ରପୁର ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ବ୍ରହ୍ମା କୁମାର ନିର୍ୱେର୍ ଭାଇଙ୍କର ସ୍ମୃତିଚାରଣ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବି.କେ. ନିର୍ୱେର୍ ଭାଇଙ୍କର ଦ୍ଵାଦଶ ଦିବସ ଅବସରରେ ସ୍ମୃତିଚାରଣ ସଭା ପାଳନ ପୂର୍ବକ ରବିବାର ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି
Read More...

ଆଜି ସତୀ ବେଶରେ ଦର୍ଶନ ଦେବେ ମା’ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ ଉପତ୍ୟକାର ପର୍ବତ ଶୀର୍ଷଦେଶରେ ଅବସ୍ଥାନ କରିଛନ୍ତି, ମା'ରାମଚଣ୍ଡୀ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ଠାରେ ୧୬ ଦିନ ବ୍ୟାପି ଶାରଦୀୟ ଦୁର୍ଗାପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ୨୦୨୪ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଏବଂ ଭ୍ରମଣ ଅଧ୍ୟୟନ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ୨୦୨୪ ଅବସରରେ ଏକ ଉତ୍କୃଷ୍ଟ 'ବିଶେଷ ବ୍ୟାଖ୍ୟାନ'ର ଆୟୋଜନ କରାଯାଇଥିଲା । ଏହି ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଥିଲା 'ପର୍ଯ୍ୟଟନ
Read More...