Browsing Tag

boudh news

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଡନି ରୋଗରେ ପୀଡିତ ଦମ୍ପତି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲାର ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠି ଓ ତାଙ୍କ ସ୍ତ୍ରୀ ସମାରୀ ସେଠି ଉଭୟ କିଡ଼ନି ରୋଗରେ ପୀଡିତ ଥିବାବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି । ଦୀର୍ଘ ୨ବର୍ଷ ହେଲା ଦମ୍ପତି କିଡ଼ନି ରୋଗରେ ପୀଡିତ ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ
Read More...

ମାଟି ବୋଝେଇ ହାଇୱା ଓଲଟିଲା : ଅଳ୍ପକେ ବର୍ତ୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ମାତା ମଠ ନିକଟରେ ଆଜି ଏକ ମାଟି ବୋଝେଇ ହାଇୱା ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ବଘିଆପଡା ପୂର୍ତ୍ତବିଭାଗ ରାସ୍ତା କାମ କରୁଥିବା ଠିକା ସଂସ୍ଥା
Read More...