Browsing Tag

boudh news

ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ୍ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ଉଦଘାଟିତ : ବାଲାଗୁଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତସଙ୍ଗ ପଡିଆରେ ଆୟୋଜିତ ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ପ୍ରତିଯୋଗିତା ମୁଖ୍ୟ ଅତିଥି ଡାକ୍ତର ଆନନ୍ଦ ଭୁଏଙ୍କ ଦ୍ବାରା ବୁଧବାର ଆନୁଷ୍ଠାନିକ ଭାବେ ଉଦଘାଟିତ
Read More...

୧୫ତମ ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବୀରାମୁଣ୍ତାକୁ ହରାଇ ଅର୍ଜୁନପୁର ଚାମ୍ପିଅନ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଫାସେଡ ଦ୍ବାରା ଆୟୋଜିତ ୧୫ତମ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ଅର୍ଜୁନପୁର ଓ ବୀରାମୁଣ୍ତା
Read More...

ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ଅଭିଯୋଗର ସତ୍ୟତା ଅନୁସନ୍ଧାନ କଲେ ଆର୍‌ଆଇ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ନାରାୟଣପ୍ରସାଦ ସେକ୍ସନ ଅଧୀନ ରିଙ୍ଗାପଡା ବିଟ୍‌ର ରିଙ୍ଗାପଡା ଗ୍ରାମରେ ସଂରକ୍ଷିତ ରହିଥିବା ଗ୍ରାମ୍ୟ ଜଙ୍ଗଲ ଯାହାର ଖାତା ନଂ.୧୧୧ ଏବଂ ପ୍ଲଟ ନଂ. ୫୦୫, ୮୦୨ ଓ ୮୨୨ରେ ଥିବା ୮୬.୬୦ ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ସେଥି ମଧ୍ୟରେ
Read More...

ବିଦ୍ୟାଳୟ ଖୋଲିବାରୁ ସଭିଙ୍କ ମନରେ ଖୁସିର ସୂର୍ୟ୍ୟୋଦୟ ହୋଇଛି

ବୌଦ୍ଧ, (ବଂଶୀଧର ମାଝୀ) : କରୋନା କଟକଣା ଯୋଗୁଁ ସରକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିଥିଲେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଆମ
Read More...

ବିଜେପି ପକ୍ଷରୁ ଥାନା ଘୋରାଉ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବିଜେପି ପକ୍ଷରୁ ଆଜି ବୌଦ୍ଧ ଏବଂ କଣ୍ଟାମାଳ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଜେପି ନେତା ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଲ ଏବଂ ତାଙ୍କ ସହଯୋଗୀ ମଡ଼ର ଘଟଣାରେ ରାଜ୍ୟର ଆଇନ ମନ୍ତ୍ରୀ ଶ୍ରୀ
Read More...

ବନ୍ଧଗୋରା ଧବଳେଶ୍ବର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ଯୋଗୁଁ ମନ୍ଦିର ମାନଙ୍କରେ କୌଣସି ଉତ୍ସବ ବା ବ୍ରତ ପାଳନ ହେଉନାହିଁ ତେଣୁ ମନ୍ଦିର ମାନଙ୍କର ପରିବେଶ ସେତେଟା ସ୍ବଚ୍ଛ ରହୁନାହିଁ । ଘଣ୍ଟାପଡା ଅଞ୍ଚଳର ମନ୍ଦିର ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଉତ୍ସାହୀ ଯୁବକ ନବବର୍ଷ ପ୍ରଥମ
Read More...

ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆର ବଡ଼ଜୋର ଠାରେ ବଣଭୋଜି ଅବସରରେ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅଞ୍ଚଳର ସାହିତ୍ୟିକ ଓ କଳାକାର ମାନକୁ ନେଇ ଏକ ନୂତନ ଅନୁଷ୍ଠାନ "ସିର୍ଜିନା" ଗଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ସରପଞ୍ଚ ଗଣେଶ ବସ୍ତିଆଙ୍କ
Read More...

କଂଟାମାଳ ବ୍ଲକ ସାଂବାଦିକ ସଂଘ(କବ୍ଜା)ର ଚତୁର୍ଥ ବାର୍ଷିକୋତ୍ସବ : କରୋନା ଯୋଦ୍ଧା ସମ୍ମାନ ସମାରୋହ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ପକ୍ଷରୁ ରବିବାର ସଂଘ କାର୍ୟ୍ୟାଳୟ ଠାରେ କୋଭିଡ କଟକଣା ମଧ୍ୟରେ ସଂଘର ଚତୁର୍ଥ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାମାରୀ କରୋନା ସମୟରେ କରେନା ଯୋଦ୍ଧ ଭାବେ କାର୍ୟ୍ୟ
Read More...

ଖୁଣ୍ଟିଗୋରାରେ ବାଜପେୟୀ ଜୟନ୍ତୀ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର କାର୍ୟ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।
Read More...

ମହାନଦୀରୁ ମିଳିଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ସୋମବାର ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ନଦୀରୁ ଏକ ବିରାଟ ମାଛ ତାଙ୍କ ଜାଲରେ ପଡିଥିଲା । ଶ୍ରୀପତିଙ୍କ ଜାଲରେ ପଡିଥିବା ଏହି ମାଛର ଓଜନ ୨୫ କେଜିରୁ ଅଧିକ ରହିଛି । ଏହି ବିରାଟ ମାଛକୁ ସ୍ଥାନୀୟ ଲୋକେ
Read More...