Browsing Tag

boudh news

ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଘଣ୍ଟାପଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ଖେଳ ପଡିଆରେ ପଞ୍ଚମ ଜମେଶ୍ବର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇ ଯାଇଛି । ପ୍ରତିଯୋଗିତାର ପ୍ରଥମ ଲିଗ ମ୍ୟାଚ ଖେଳରେ କୁରୁକୁପା ଦଳ ୨-୧ ଗୋଲରେ ତରଭାକୁ ପରାସ୍ତ କରିଥିଲା ।
Read More...

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ନିଧ ସଂଗ୍ରହର ପ୍ରାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଳାସପୁର ଦ୍ବାରା ଶିବ ମନ୍ଦିର ଠାରେ ଏକ ହୋମଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ମନମୁଣ୍ଡା ବାସୁଦେବ ପାଲି ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଦେବବ୍ରତ ପାଣିଗ୍ରାହୀ ଓ ରାମଜୀ ମଠର ବାବା ଗୋବର୍ଦ୍ଧନ ଦାସ ଯୋଗଦେଇ ଶ୍ରୀରାମଙ୍କ ଅମୃତ
Read More...

ବସ ଚକ ତଳେ ଚାଲିଗଲା ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବସରେ ଓହ୍ଲାଉ ଥିବା ବେଳେ ଗୋଡ ଖସି ପଡି ଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲି ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ଅଟୋ‐ହାଇୱା ଧକ୍କାରେ ୩ ଯାତ୍ରୀ ମୃତ, ଅଟୋ ଚାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ମନମୁଣ୍ଡା‐କଣ୍ଟାମାଳ ରାସ୍ତାର ଗୋପାଳମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା
Read More...

ଓମପ୍ରକାଶ ମିଶ୍ରଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଓମପ୍ରକାଶ ମିଶ୍ର ନୂତନ ଦାୟିତ୍ୱ ପାଇବା ପରେ ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ବନପାଲି ଗ୍ରାମ ସ୍ଥିତ ଭାରତ ମାତା ମନ୍ଦିରକୁ ପରିଦର୍ଶନରେ ଯାଇ ମାଁ ଭାରତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ
Read More...

ମସିଣାଗୋରା ଶିଶୁ ମନ୍ଦିର ପକ୍ଷରୁ ମାତୄପିତୃ ସମ୍ମିଳନୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମସିଣାଗୋରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପିତୃମାତୄ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । କଣ୍ଟାମାଳ ଖଣ୍ତ ଶାରିରୀକ ପ୍ରମୁଖ କୌଳାଶ ଚନ୍ଦ୍ର ମୁଦୁଲି ମୁଖ୍ୟ ଅତିଥି, ଜିଲ୍ଲା ସେବା ପ୍ରମୁଖ ସୁଶାନ୍ତ ବାରିକ, ଶିକ୍ଷାବିଦ ଦେବାଧି ମଲିକ
Read More...

ଯୁବ କଂଗ୍ରେସର ନୂତନ କମିଟି ଗଠନ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ଡଃ. ସ୍ମୃତି ରଂଜନ ଲେଙ୍କାଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠନ କରାଯାିଛି । ଏଥିରେ ୧୫ ଜଣ ଉପସଭାପତି ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ କର୍ମି, କଳାକାର ଦଳବେହେରା, ପ୍ରଭାତ
Read More...

ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ ଐତିହ୍ୟ ଶିଳାଲେଖର ଦୃଷ୍ଟି ଆକର୍ଷଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅଧିନ ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ଗବେଷଣା ପ୍ରତିଷ୍ଠାନ ପ୍ରତିନିଧି ଦଳଙ୍କ ଦ୍ବାରା ସର୍ବେକ୍ଷଣ କରାଯାଇ ଏହାର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ
Read More...

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ମନ୍ଦିର ପରିଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଶାସନିକ ଅଧିକିରୀଙ୍କ ସମେତ ଦିନିକିଆ କଣ୍ଟାମାଳ ପରିଦର୍ଶନରେ ଆସି ବିଭିନ୍ନ ଦେବାଦେବୀ ପୀଠ ଓ ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ୟ୍ୟକରଣ ନିମନ୍ତେ ବୌଦ୍ଧର ଅନେକ କୀର୍ତ୍ତିରାଜି ସ୍ଥଳ ଓ ମନ୍ଦିର ପରିଦର୍ଶନ ପରେ
Read More...

ପ୍ରଥମ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ୍‌ ଲିଗ ଉଦ୍‌ଯାପିତ, ସୋନମ‐ସୁନିଲ ଯୋଡି ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତ୍‌ସଙ୍ଗ ପଡିଆରେ ଆୟୋଜିତ ହୋଇଥିଲା ପ୍ରଥମ ଖୁଣ୍ଟିଗୋରା ଫ୍ଲଡ୍‌ଲାଇଟ୍‌ ମ୍ୟାନ୍‌ସ ବ୍ୟାଡ୍‌ମିଣ୍ଟନ ଲିଗ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ନକ ଆଉଟ ଭିତ୍ତିରେ ୩ସେଟ
Read More...