Browsing Tag

boudh news

ପୁଅର ଉଚ୍ଚଶିକ୍ଷା ଫି’ ପୈଠ ପାଇଁ ବାହାରେ ଧାନ ଜଗିଛି ଚାଷୀ

ବୌଦ୍ଧ, (ବଂଶୀଧର ମାଝୀ) : ଧାନ ବିକ୍ରି କରିବା ପାଇଁ ମୋବାଇଲକୁ ଆସିଲା ଅନଲାଇନ୍ ମେସେଜ୍ । ପୁଅର ଫି' ବାବଦକୁ ଅର୍ଥ ଦେବା ପାଇଁ ତାଙ୍କର ଅତ୍ୟାବଶ୍ୟକ ଥିଲା । ଫଳରେ ସେ ଭୁବନେଶ୍ବର ଜାଭିୟର ଇଣ୍ଟର ନେସନାଲ ବିଜ୍ଞାନ କଲେଜରେ ପାଠ ପଢ଼ୁଥିବା ନିଜ ପୁଅର ବାର୍ଷିକ ଫି' ଦାଖଲ ପାଇଁ ଆଶାରେ
Read More...

ବନ ବିଭାଗର ମନରେଗା ପ୍ରକଳ୍ପରେ ଘୋଟଲା : ଭିନ୍ନକ୍ଷମ ବୃଦ୍ଧ ଓ ଅଙ୍ଗନୱାଡି ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଅର୍ଥ ଚଳୁ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗେଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀମାନେ ଶ୍ରମଜୀବୀ
Read More...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା ହରଭଙ୍ଗା ଜେଏମଏଫସି କୋର୍ଟ

ଅବହେଳିତ ଅଞ୍ଚଳବାସୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନରେ ସହାୟକ ହେବ ମୁଖ୍ୟ ବିଚାରପତିବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ତଥା ଆଦିବାସୀ ହରିଜନ ଅଧ୍ୟୁଷିତ ଅଂଚଳ ଭାବେ ପରିଚିତ ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକରେ ଶନିବାର ବହୁପ୍ରତିକ୍ଷିତ ନୂତନ ଜେଏମଏଫସି କୋର୍ଟର
Read More...

ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ଘଣ୍ଟାପଡାକୁ ହରାଇ ତୁଷୁରା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁରୁକୁପା ଖେଳ ପଡିଆରେ ଆୟୋଜିତ ହୋଇଥିବା ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସର ପ୍ରଥମ ସେମିଫାଇନାଲ ଖେଳ ଘଣ୍ଟାପଡା ଏବଂ ବାଲିଖମାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୧-୦ଗୋଲରେ
Read More...

ଧିମେଇ ଯାଇଛି ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ସେତୁ : ସରିଛି ନିର୍ମାଣ ଅବଧି, ଅଧିକାଂଶ କାର୍ଯ୍ୟ ରହିଛି ବାକି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ଉପରେ ବିଜୁ ସେତୁ ଶିଳାନ୍ୟାସ ହେବାର ୩ ବର୍ଷ ପରେବି ସଂପୂର୍ଣ୍ଣ ହୋଇ ପାରୁନି ପ୍ରକଳ୍ପ । କେବେ ସରିବ ଘଣ୍ଟାପଡା‐ବସାଶଙ୍କର ଘାଟର ତେଲ ନଦୀ ସେତୁ କାମ । ଗତବର୍ଷ ଅଗଷ୍ଟ ମାସରେ କାମ ସରିବା କଥା
Read More...

ବସ‐ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକା ଦେଲା ଯାତ୍ରୀବାହୀ ବସ୍ । ବସରେ ଥିବା ୪ ଜଣ ବସ୍‌ କର୍ମଚାରୀ ଆହତ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି
Read More...

ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ ସ୍ଥିତ ପଞ୍ଚାୟତ ଭବନ ପରିସରରେ ଆଜି ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଆମ୍ବଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ପାଳନ କରାଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ପଞ୍ଚମ ଜମ୍ବେଶ୍ୱର ଓ ପ୍ରକାଶ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ଘଣ୍ଟାପଡାକୁ ହରାଇ ମହୀପୁର ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ହୋଇଥିବା ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତତ ହୋଇ ଯାଇଛି । ମଙ୍ଗଳବାର ଅନୁଷ୍ଠିତ ଲିଗ ମ୍ୟାଚ ଖେଳରେ ମହୀପୁର ଦଳ ୨-୧ ଗୋଲରେ
Read More...

ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବରପଦରକୁ ହରାଇ ସାନ ମନମୁଣ୍ଡା ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡା ଖେଳ ପଡ଼ିଆରେ ଅଧ୍ୟାପକ ସ୍ଵର୍ଗତ ସତ୍ୟବାନ ଶତପଥିଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଟୁମୁଣ୍ଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...