ଖଟଖଟିଆ ଓ ପଲସାଗୋରାରେ ଗୋଷ୍ଠୀ ଶୌଚାଳୟ ଉଦଘାଟିତ
ବୋୖଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଖଟଖଟିଆ ଓ ପଲସାଗୋରାଠାରେ ନୂତନ ଭାବେ ନିର୍ମିତ ଦୁଇଗୋଟି ଗୋଷ୍ଠୀ ଶୌଚାଳୟ ଉତଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଟଖଟିଆ!-->…
Read More...
Read More...