ବଉଲ ନାଟ ଏଣ୍ଡ କାଲ୍ଚରାଲ୍ ଆସୋସିଏସନ୍ ବ୍ରାହ୍ମଣୀ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ
ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ. ଅନ୍ତର୍ଗତ ବ୍ରାହ୍ମଣୀ ବଉଲ ନାଟ ଏଣ୍ଡ କଲ୍ଚରାଲ୍ ଏସୋସିଏସନ ପକ୍ଷରୁ ପ୍ରଥମ କରି ୭୫ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ!-->…
Read More...
Read More...