Browsing Tag

boudh news

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯିବା ସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ
Read More...

ବରଗାଁ ପଞ୍ଚାୟତରେ ହିତାଧିକାରୀ ଅସନ୍ତୋଷ : ରନ୍ଧା ବସାଇ ଦିନସାରା ରହିଲେ, ଚାଉଳ ନପାଇ ଫେରିଗଲେ

ବୌଦ୍ଧ, (ବଂଶୀଧର ମାଝୀ) : ପିଡିଏସ୍‌ ଚାଉଳ ନେବା ପାଇଁ ପଞ୍ଚାୟତକୁ ଆସିଥିଲେ ହିତାଧିକାରୀ । ପୂର୍ବାହ୍ନ ପର୍ଯ୍ୟନ୍ତ ଚାଉଳ ପାଇ ପାରିଲେନି । ବୁଝିବାରୁ ସରଭର ଡାଉନ ସମସ୍ୟା ଦେଖା ଦେଇଥିବା ଜାଣିବାକୁ ପାଇଥିଲେ । ଫଳରେ ରୋଷେଇ ବାସ କରି ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା ବି କଲେ । ଶେଷରେ
Read More...

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ପ୍ରମୁଖ ଦାବୀଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉ ଏକ ନୂତନ
Read More...

ବୌଦ୍ଧ ଏନ୍‌ଏସି ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଶ୍ରୀଯୁକ୍ତ ଅମାତଙ୍କ ଆହ୍ଵାନ ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪. ୩୦ମି. ସମୟରେ ଡାକବାଦି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ
Read More...

ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୱେବ ମିଡିଆ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ବିଷୟରେ
Read More...

ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବରେ ଜୋଷ୍ଣ।ମୟୀ ଦୀକ୍ଷିତ ପାରାୟଣ ଗାୟନ କରିଥିବା ବେଳେ ବର୍ଷା ରାଣୀ ବହିଦାର ସହଯୋଗ କରିଥିଲେ । ଅନେକ ଦର୍ଶକଙ୍କ ଦେଖିବା ପାଇଁ ଭିଡ଼ ଲାଗି
Read More...

ବୌଦ୍ଧ ଜିଲା କଣ୍ଟାମାଲ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକର ୪ଟି ଶିକ୍ଷା ସର୍କଲର ବିଭିନ୍ନ ସ୍ଥାନରେ ଚାରୋଟି ପର୍ଯ୍ୟାୟରେ ବୈଠକ ଶେଷ ହୋଇଯାଇଛି । ଏଥିରେ ସାଙ୍ଗଠନିକ ସ୍ଥିତିକୁ ପର୍ଯ୍ୟବେକ୍ଷଣ କରିବା ସହ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
Read More...

ମାର୍ବଲ ଅନଲୋଡ୍ ସମୟରେ ଶ୍ରମିକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-ବୁଟୁପାଲି ରାସ୍ତାରେ ଥିବା ଗୋଦାମରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜନପାଲି ପୋଲ ନିକଟରେ ଥିବା ଗୋଟିଏ ଗୋଦାମ ନିକଟରେ
Read More...

ସର୍କଲ ସ୍ତରୀୟ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲାସପୁର-ମନମୁଣ୍ଡା ସର୍କଲ ସ୍ତରୀୟ ଏକ ବୈଠକ ନୁନପଙ୍ଗା ଠାରେ ସର୍କଲ ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବୌଦ୍ଧ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ଶିକ୍ଷକ
Read More...

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରହି : ପୁରୁଣା କଟକ ବିଜେପିର ସଜବାଜ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ ବିଜେପି କାର୍ଯ୍ୟକରିଣୀ ବୈଠକ ମଣ୍ଡଳ ସଭାପତି ବାମନ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ଓ ନୀତି ଆଦର୍ଶ ଉପରେ ଆଲୋକପାତ
Read More...