Browsing Tag

bonogmunda news

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି
Read More...

ବଙ୍ଗୋମୁଣ୍ଡା ଏସବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ୮ ଜଣ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଏଁ ୮ ଜଣ ନୋମିନୀ ଚେକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ବନମାଳୀ ପେଲେସଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ବଙ୍ଗୋମୁଣ୍ଡାରେ ତାଳୁକା ଆଇନ ସେବା କମିଟି ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ସ୍ଥାନୀୟ ଜେଏମ ଏଫ୍ ସିଠାରେ ମାନ୍ୟବର ଜିଲ୍ଲା ନ୍ୟାୟଧିଶ ବଲାଙ୍ଗିର ଓ ଜେ.ଏମ.ଏଫ୍.ସି ବଙ୍ଗୋମୁଣ୍ଡା ଶୁଭମ୍ କାନୁନଗୋଙ୍କର ତତ୍ତ୍ଵାବଧାନରେ ବଙ୍ଗୋମୁଣ୍ଡା ତାଳୁକା ଆଇନ ସେବା କମିଟି ଗଠନ କରାଯାଇଛି ।
Read More...

ପୁତୁଲାତଳେଇ – ନୂଆପଡ଼ା ରାସ୍ତାକୁ ଉନ୍ନତିକରଣ କଲା ବ୍ଲକ ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଅଧିନସ୍ଥ ପୁତୁଲାତଳେଇ - ନୂଆପଡ଼ା ରାସ୍ତାକୁ ଉନ୍ନତିକରଣ କଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ । ଏହି ରାସ୍ତାରେ ଦୈନିକ ଶହ ଶହ ଲୋକଙ୍କ ସହ
Read More...

ବାଲେଶ୍ଵର କଲେଜ ଛାତ୍ରୀ ଆତ୍ମହୁତି ଘଟଣା : ନ୍ୟାୟ ପାଇଁ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବାଲେଶ୍ୱର ଏଫଏମ କଲେଜର ପୀଡ଼ିତା ଛାତ୍ରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜେଡି ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ
Read More...

ବଙ୍ଗୋମୁଣ୍ଡା ଅଞ୍ଚଳର ସାହାରା ଜମାକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ସାହାରା ଜମାକାରୀମାନେ ସାମ୍ବାଦିକ ସମ୍ମିଳନୀରେ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବି କରିବା ସହ ଆନ୍ଦୋଳନର ଚେତାବନୀ ଦେଇଥିଲେ । ବଙ୍ଗୋମୁଣ୍ଡା ଅଞ୍ଚଳର ଶହ ଶହ ଜମାକାରୀଙ୍କ ଜମା ଟଙ୍କା ବର୍ଷ ବର୍ଷ ପରେ
Read More...

ବଙ୍ଗୋମୁଣ୍ଡା ଅଞ୍ଚଳର ସାହାରା ଜମାକାରୀ ବଙ୍ଗୋମୁଣ୍ଡା ସରପଞ୍ଚଙ୍କୁ ଦେଲେ ଦାବିପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳର ସାହାରା ଜମାକାରୀମାନେ ଦୀର୍ଘ ବର୍ଷ ହେବ ସେମାନେ ତାଙ୍କ ଜମା ଟଙ୍କା ନ ପାଇ ନିରାଶ ହୋଇଛନ୍ତି । ଏ ନେଇ ଆଜି ବଙ୍ଗୋମୁଣ୍ଡା ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ଅନେକ ଥର ସାହାରା
Read More...

ଲକ୍ଷ୍ମଣକୁ ମନ୍ତ୍ରୀ କର, ଯାଦବ ମହାସଭା ଦାବି : ‘ନବୀନଙ୍କୁ ହରାଇଛୁ ମନ୍ତ୍ରୀ ଦିଅ’

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଶକ୍ତି ପ୍ରଦର୍ଶନ କରିଥିଲେ । ଜନସାଧାରଣଙ୍କୁ ବିଜେପି ଶାସନର ୧ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ।
Read More...

ଜୁରାବନ୍ଧରେ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ମାଇ ଭାରତ ବଲାଙ୍ଗିର ସହାୟତାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ତଥ୍ୟ ପରିଚାଳକ ତୁଳାଚନ୍ଦ୍ର ପୋଢ, ସମ୍ମାନିତ
Read More...